28.1 C
Bhubaneswar
Tuesday, May 21, 2024
Homeଦେଶ ବିଦେଶଏନ୍‌କାଉଣ୍ଟର୍‌ରେ ୮ ମାଓବାଦୀ ସଫା

ଏନ୍‌କାଉଣ୍ଟର୍‌ରେ ୮ ମାଓବାଦୀ ସଫା

ଛତିଶଗଡ : ଛତିଶଗଡରେ ବଡ ଏନ୍‌କାଉଣ୍ଟର ; ୮ ମାଓବାଦୀ ନିହତ । ଗଙ୍ଗଲୁର ଥାନା ପିଡିଆ ଜଙ୍ଗଲରେ ବଡ ଧାରଣର ଏନ୍‌କାଉଣ୍ଟର । ଗାଙ୍ଗାଲୁର ଥାନା ପିଡିଆ ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୮ ଜଣ ମାଓବାଦୀ ନିପାତ ହୋଇଛନ୍ତି । ବିଜାପୁର ପୋଲିସ ଏବଂ ସିଆରପିଏଫ କୋବ୍ରା ଯବାନଙ୍କୁ ମିଳିଛି ବଡ ସଫଳତା । ତେବେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି । ମୃତାହତ ସଂଖ୍ୟା ବଢିବାର ସମ୍ଭାବନା ରହିଛି । ଦୀର୍ଘ ୧୧ ଘଣ୍ଟା ଧରି ଏନକାଉଣ୍ଟର ଚାଲିଥିବା ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking