28.1 C
Bhubaneswar
Tuesday, May 21, 2024
Homeଓଡିଶାମୁଖ୍ୟମନ୍ତ୍ରୀ ଚାହିଁଲେ ବଦଳିବ: ପ୍ରମିଳା

ମୁଖ୍ୟମନ୍ତ୍ରୀ ଚାହିଁଲେ ବଦଳିବ: ପ୍ରମିଳା

ଭୁବନେଶ୍ୱର: ମନ୍ତ୍ରୀମଣ୍ଡଳ ପୂର୍ନଗଠନ ନେଇ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ନିଜର ପ୍ରତିକ୍ରିୟା ରଖିଛନ୍ତି । ଯେଉଁଦିନ ମୁଖ୍ୟମନ୍ତ୍ରୀ ଚାହିଁବେ ବଦଳିବ ଏବଂ ସେ ଯାହାକୁ ଯାହା ଦାୟିତ୍ୱ ଦେବେ ତାହା ହିଁ ହେବ । ମହିଳାଙ୍କ ପାଇଁ ସଂରକ୍ଷଣ ନେଇ କେନ୍ଦ୍ର ସରକାରଙ୍କ ଟାର୍ଗେଟ କରିଛନ୍ତି । କେନ୍ଦ୍ର ପାଖରେ ସଂଖ୍ୟା ଗରିଷ୍ଠତା ଅଛି ୫୦% କିମ୍ବା ୩୩% ସଂରକ୍ଷଣ କରନ୍ତୁ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୭ ମୃତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking