35.1 C
Bhubaneswar
Sunday, May 19, 2024
Homeଓଡିଶାମାଓ ବିସ୍ଫୋରଣ ଯୋଜନା ପଣ୍ଡ

ମାଓ ବିସ୍ଫୋରଣ ଯୋଜନା ପଣ୍ଡ

ଭୁବନେଶ୍ୱର: ମାଓବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ କଲା ପୋଲିସ । ଆଇଇଡି ଉଦ୍ଧାର ସହ ମାଓବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ ହୋଇଥିବା ସୂଚନା । କଳାହାଣ୍ଡି ସଦର ଥାନା କିଚଟପଦର ରାସ୍ତାକଡରୁ ଉଦ୍ଧାର ହୋଇଛି । ବନ୍ଦ ପାଳନ ଅବସରରେ ମାଓବାଦୀମାନେ ଆଇଡି ଖଞ୍ଜିଥିବା ଅନୁମାନ କରାଯାଉଛି ।

ମୁଖ୍ୟମନ୍ତ୍ରୀ ଚାହିଁଲେ ବଦଳିବ: ପ୍ରମିଳା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking