28.1 C
Bhubaneswar
Saturday, April 27, 2024
Homeଓଡିଶାମନରେଗାରେ ବ୍ୟାପକ ଦୁର୍ନୀତି

ମନରେଗାରେ ବ୍ୟାପକ ଦୁର୍ନୀତି

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବିଜେପି ଦଳ ପକ୍ଷରୁ ମନରେଗା ଯୋଜନା ରେ ବ୍ଲକ ହେଉଥିବା କାମ ନେଇ ବ୍ୟାପକ ଅନିୟମିତତା ଅଭିଯୋଗ କରି ଏକ ଦାବିପତ୍ର ଦେଇଛନ୍ତି କଲମପୁର ବ୍ଲକ ଠାରେ ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସୁଧୀର ପାଟଯୋଶୀ ଓ କଲମପୁର ଜିଲ୍ଲା ପରିଷଦ ସଭ୍ୟ ବିଜୟଦେଵ ସାହୁଙ୍କ ନେତୃତ୍ୱରେ ଅରୁଣ ପଣ୍ଡା ବିଜୟ ପଣ୍ଡା ଯୁବନେତା ଲଷ୍ମୀକାନ୍ତ ବାଗ ସୁମନ୍ତ ପତି ଘନଶ୍ୟାମ ନାଏକ ଙ୍କ ଉପସ୍ଥିତ ରେ ଏକ ଦାବିପତ୍ର କଲମପୁର ବିଡିଓ ଦାୟିତ୍ଵ ରେ ଥିବା କଲମପୁର ତହସିଲଦାର କରିସ୍ମା ବେଶ୍ରା ଙ୍କୁ ଦେଇଥିଲେ ଶ୍ରମିକ ଙ୍କୁ ମନରେଗା ଯୋଜନା ରେ କାମ ମିଳୁନାହିଁ । ଅନ୍ୟ ପଟେ ପଞ୍ଚୟତ କର୍ମଚାରୀ ମାନେ ଚଂଚକତା କରି ଶ୍ରମିକ ଙ୍କ ଅର୍ଥ କୁ ବାଟମାରଣା କରୁଥିବା ନେଇ ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking