26.1 C
Bhubaneswar
Tuesday, May 7, 2024
Homeବ୍ରେକୀଙ୍ଗସିରିୟଲ ବଳାତ୍କାରୀ ଡେଲିଭରି ବୟ

ସିରିୟଲ ବଳାତ୍କାରୀ ଡେଲିଭରି ବୟ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ହୁଗୁଳୀ ଜିଲ୍ଲାରେ ଏକ ନାମୀ କମ୍ପାନୀର କେକ ଡେଲିଭରୀ ବୟ ଏପରି କାଣ୍ଡ ଘଟାଇଛି ଯାହା ଶୁଣିଲେ ଆପଣ ଚକିତ ହୋଇଯିବେ । ଏହି ଯୁବକକୁ ଏବେ କେହି କେହି ସିରିୟଲ ବଳାତ୍କାରୀ ମଧ୍ୟ କହୁଛନ୍ତି । ଏହି ଯୁବକର ଅପରାଧ ଏତେ ଗମ୍ଭୀର ଯେ ମହିଳା ମାନେ ଏହି ଯୁବକକୁ କଡାରୁ କଡା ସଜ୍ଜା ଦେବାପାଇଁ ଦାବି କରୁଛନ୍ତି ।

ସୁଚନାଯୋଗ୍ୟଯେ , ଆରୋପୀ ଜଣେ ଡେଲିଭରୀ ବୟ ଅଟେ । ଉତ୍ପାଦ ଗୁଡିକୁ ଘରକୁ ଘର ବୁଲି ଡେଲିଭରି କରିବା ପରେ ଫିଡବ୍ୟାକ ନେବା ପାଇଁ ମହିଳା ମାନଙ୍କୁ ଭିଡିଓ କଲ କରୁଥିଲା । ଆରୋପୀ ନିଜେ ମାନିଥିଲା କି, ଫିଡବ୍ୟାକ ମାଗିବା ପାଇଁ ଭିଡିଓ କଲ କରବା ସମୟରେ ମହିଳା ମାନଙ୍କର କିଛି ଆପତ୍ତିଜନକ ଫଟୋ ଉଠାଇ ନେଉଥିଲା ଏହାପରେ ତାଙ୍କୁ ବ୍ଲାକମେଲ କରୁଥିଲା । ବ୍ଲାକମେଲିଂ କରିବା ପରେ ସେ ସେହି ମହିଳା ମାନଙ୍କୁ ନିଜ ସହ ଅବୌଧ ସମ୍ପର୍କ ବନାଇବାକୁ ବାଧ୍ୟ କରୁଥିଲା

ପୋଲିସର କହିବା ଅନୁଯାୟୀ ହୁଗୁଳୀ ଜିଲ୍ଲାରେ ରହୁଥିବା ବିଶାଲ ଶର୍ମା ନାମକ ଯୁବକ ମୋଟ ୬୬ ମହିଳାଙ୍କୁ ବ୍ଲାକମେଲ କରି ଜବରଦସ୍ତି ଶାରିରୀକ ସମ୍ପର୍କ ରଖିଥିଲା । ଚନ୍ଦନନଗର ପୋଲିସ ବିଶାଲ ଓ ତାର ସହଯୋଗୀଙ୍କ ବିରୁଦ୍ଧରେ ଧାରା ୩୭୬,୫୦୬,୫୦୯,୩୮୪,୩୪,୩୫୪ (ବି) ଲଗାଇ ଗିରଫ କରି ଜେଲ ପଠାଇଦେଇଛି ।

ଏହାସହ ଆରୋପୀ ର ମା’ ଓ ପୁଅ ମଧ୍ୟ ଏହି ଅପରାଧକୁ ସ୍ୱୀକାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking