29.1 C
Bhubaneswar
Sunday, May 5, 2024
Homeଓଡିଶାକମଲଜିତ ସିଂହ ଏମ ଏସ ଲ’ କୁଳପତି

କମଲଜିତ ସିଂହ ଏମ ଏସ ଲ’ କୁଳପତି

ଭୁବନେଶ୍ୱର: ପ୍ରଫେସର କମଲଜିତ ସିଂହ ଏମ୍ ଏସ ଲ’ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ହୋଇଛନ୍ତି । କମଲଜିତ ସିଂହଙ୍କୁ ୪ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ । ହିମାଚଳ ପ୍ରଦେଶ ଘରୋଇ ଶିକ୍ଷାନୁଷ୍ଠାନ ରେଗୁଲେଟରୀ କମିଶନ ଅଛନ୍ତି । ସୂଚନା ଅନୁସାରେ ଗତକାଲି ମଦୁସୂଦନ ଲ’ କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।ଏପ୍ରିଲ ୨୮ ତାରିଖ ପାଖରୁ ନିୟମ ଲାଗୁ କରାଯିବ । ବହୁଦିନ ଧରି ମଦୁସୂଦନ ଲ’ କଲେଜକୁ ବିଶ୍ୱବିଦ୍ୟାଳୟ କରିବା ପାଇଁ ଯୋର ଧରି ଆସୁଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking