25.1 C
Bhubaneswar
Thursday, May 9, 2024
HomeAFC ଏସିଆନ୍ କପ୍ 2023କେଉଁଠି ଓ କେବେ ଖେଳାଯିବ ଏଏଫ୍‌ସି ଏସିଆନ୍ କପ୍ ଆସନ୍ତୁ ଜାଣିବା

କେଉଁଠି ଓ କେବେ ଖେଳାଯିବ ଏଏଫ୍‌ସି ଏସିଆନ୍ କପ୍ ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ୧୨ ଜାନୁୟାରୀରୁ ୧୦ ଫେବୃଆରୀ ମଧ୍ୟରେ କାତାରରେ ଏଫସି ଏସୀୟ କପ୍ ଖେଳାଯିବ । ଏଏଫ୍‌ସି ଏସିଆନ୍ କପ୍ ପାଇଁ ଭାରତ ଗ୍ରୁପ୍ ବିରେ ସ୍ଥାନ ପାଇଥିବା ବେଳେ ଅଷ୍ଟ୍ରେଲିଆ, ଉଜ୍‌ବେକିସ୍ତାନ ଓ ସିରିଆ ଅନ୍ୟ ୩ ଦଳ ଭାବରେ ରହିଛନ୍ତି। ପଞ୍ଚମ ଥର ପାଇଁ ଭାରତ ଏଏଫ୍‌ସି ଏସିଆନ୍ କପ୍ ଫୁଟ୍‌ବଲ୍ ଖେଳିବାକୁ ଯାଉଥିବା ବେଳେ ଶନିବାର ଦଳ କାତାରରେ ପହଞ୍ଚିବ। ଭାରତ ଏହାର ପ୍ରଥମ ଦୁଇ ମ୍ୟାଚ୍ ଅହମଦ ବିନ୍ ଅଲି ଷ୍ଟାଡିୟମରେ ଯଥାକ୍ରମେ ଅଷ୍ଟ୍ରେଲିଆ ଓ ଉଜବେକିସ୍ତାନ ବିପକ୍ଷରେ ଖେଳିବ। ତୃତୀୟ ମ୍ୟାଚ୍‌ଟି ସିରିଆ ବିପକ୍ଷରେ ଅଲ ଖୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଭାରତର ୩ଟି ଯାକ ମ୍ୟାଚ୍ ଶକ୍ତିଶାଳୀ ଦଳ ଗୁଡିକ ବିପକ୍ଷରେ ରହିଛି। ତେବେ ଭାରତ ସେମାନଙ୍କୁ କଡା ଟକ୍କର ଦେବା ନେଇ ଷ୍ଟିମାକ ଦୃଢୋକ୍ତି ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking