29.1 C
Bhubaneswar
Friday, May 17, 2024
Homeଓଡିଶାଆଜି ନାମାଙ୍କନ ଭରିବେ ଜୁଏଲ ଓରାମ

ଆଜି ନାମାଙ୍କନ ଭରିବେ ଜୁଏଲ ଓରାମ

ସୁନ୍ଦରଗଡ : ଗୁରୁବାର ବିଜେପିର ହେବିୱେଟ ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ, ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ ନାମାଙ୍କନ ପତ୍ର ଦାଖଲ କରିବେ। ସେ ନିଜ ଗାଁ ବଣାଇରେ ନିଜ ଅଧିଷ୍ଠାତ୍ରୀ ଦେବୀ ଓ ଗାଁ ମନ୍ଦିରରେ ପୁଜାଚ୍ଚର୍ନା କରିବା ପରେ ବିଶାଳ ପଟୁଆରରେ ଆସି ସୁନ୍ଦରଗଡ ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ପତ୍ର ଦାଖଲ କରିବେ। ସାଙ୍ଗରେ ତାଙ୍କ ଧର୍ମପତ୍ନୀ ମଧ୍ୟ ଉପସ୍ଥିତ ଅଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking