30.1 C
Bhubaneswar
Friday, April 26, 2024
Homeଓଡିଶାବିସ୍ଥାପିତଙ୍କୁ ନିଯୁକ୍ତି ଦେଉନି ଟାଟା 

ବିସ୍ଥାପିତଙ୍କୁ ନିଯୁକ୍ତି ଦେଉନି ଟାଟା 

ଯାଜପୁର :ବିସ୍ତାପିତ   ମାନଙ୍କୁ ନିଯୁକ୍ତି ମିଳୁ ନାହିଁ | ଯାଜପୁର ଜିଲ୍ଲା ର କଳିଙ୍ଗ ନଗର ର  ଟାଟା କମ୍ପାନୀ ରେ ବିସ୍ଥାପିତ ହୋଇ ଥିବା ଚାନ୍ଦିଆ, ବାଲି ଘୋଟ, ଗୋବରଘାଟି, କଳାମାଟିଆ, ବଏଡୁବୁରି, ଚମ୍ପାକୋଇଲି, ବନ୍ଧରଘାଟିଆ, ବାମିୟାଘୋଟା, ମାନିଆ ପତଳ, ଆମ୍ବଗାଡ଼ି, ଗ୍ରାମବାସୀ ମାନଙ୍କୁ ବିସ୍ତବିତ ତାଲିକା ଶାମିଲ କରାଯାଉନଥିବାରୁ | ସେମାନେ କୁ  ନିଯୁକ୍ତି ଓ ଅନନ୍ୟ ସୁବିଧା ମିଳୁ ନ ଥିବାରୁ ସେମାନେ ଏଡ଼ିଏମ  ଙ୍କୁ  ଦାବିପତ୍ର  ଦେଇଛନ୍ତି | ୭ ଦିନ ମଧ୍ୟରେ ସମାଧାନ ନ କଲେ ଆନ୍ଦୋଳନ ରେ ବସିବେ | ରଂଜିତ କୁମାର, ସିଙ୍ଗିରଇ ଵାଲା, ହିନ୍ଦୁରମ ତାମସାହି ନେତୃତ୍ୱ ରେ  ଶତାଧିକ ଗ୍ରାମ ବାସୀ ଏଡ଼ିଏମକୁ  ଗୁହାରି ଜଣାଇ ଥିଲେ |
https://onakhabar.com/2020/01/25/tv-actress-suicide/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking