30.1 C
Bhubaneswar
Saturday, May 4, 2024
Homeଅପରାଧଝାରସୁଗୁଡା ଗଲେ ଜଷ୍ଟିସ ଜେ.ପି ଦାସ; ନବ ଦାସ ହତ୍ୟା ମାମଲାର ହେବ ଖୁଲାସା

ଝାରସୁଗୁଡା ଗଲେ ଜଷ୍ଟିସ ଜେ.ପି ଦାସ; ନବ ଦାସ ହତ୍ୟା ମାମଲାର ହେବ ଖୁଲାସା

ଝାରସୁଗୁଡା: ନବକିଶୋର ଦାସ ହତ୍ୟା ମାମଲାରେ ଏକ ନୂଆ ଖବର ସାମନାକୁ ଆସିଛି । ଘଟଣାର ତଦନ୍ତ ରିପୋର୍ଟ ବିଷୟରେ ଅପଡେଟ ପାଇଁ ଝାରସୁଗୁଡାରେ ପହଞ୍ଚିଛନ୍ତି ଜଷ୍ଟିସ ଜେ.ପି ଦାସ । ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ସେ ଝାରସୁଗୁଡା ଅଭିମୁଖେ ବାହାରିଛନ୍ତି । ତଦନ୍ତ ନେଇ ବିରୋଧୀ ଉଠାଇଥିବା ପ୍ରଶ୍ନ ଉପରେ ପ୍ରତିକ୍ରିୟା ଦେଇଛନ୍ତି ଜଷ୍ଟି ଜେ.ପି ଦାସ । ସେମାନେ ଏମିତି ହିଁ କହିବେ ବୋଲି ଶ୍ରୀ ଦାସ କହିଛନ୍ତି । ଝାରସୁଗୁଡାରେ ଜଷ୍ଟି ଜେପି ଦାସ କେଉଁ ରହସ୍ୟ ଖୋଜି ବାହାର କରିବେ ତାହା ଉପରେ ସମସ୍ତଙ୍କ ନଜର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking