38.1 C
Bhubaneswar
Friday, April 26, 2024
Homeଓଡିଶାଯାଜପୁର ଜିଲ୍ଲାର ଯୁବ ବିଜୁ ଜନତା କର୍ମ କର୍ତ୍ତା ନିଯୁକ୍ତ

ଯାଜପୁର ଜିଲ୍ଲାର ଯୁବ ବିଜୁ ଜନତା କର୍ମ କର୍ତ୍ତା ନିଯୁକ୍ତ

ଯାଜପୁର: ଯାଜପୁର ଜିଲ୍ଲାର ଯୁବ ବି. ଜେ. ଡ଼ି କର୍ମକର୍ତ୍ତା ନାମ ଘୋଷଣା କରାଯାଇଛି । ଯାଜପୁର ରୋଡର ଯୁବ ନେତା ବିବେକାନନ୍ଦ ମହାନ୍ତି (ଚାନ୍ଦା)ଙ୍କୁ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି । ସେ କୋରାଇ ବିଧାୟକ ଅଶୋକ ବଳଙ୍କୁ ଧନ୍ୟବାଦ ଦେହି ଛନ୍ତି । କୋରାଇ ନିର୍ବାଚନ ମଣ୍ଡଳୀରେ ଯୁବ ସଂଗଠନକୁ ସୁଦୁଢ଼ କରିବା ସଂଗେ ଜିଲ୍ଲାର ଯୁବ ସଂଗଠନକୁ ମଜବୁତ କରିବା ତାଙ୍କର ଲକ୍ଷ ବୋଲି ଓଏନକୁ କହିଛନ୍ତି । ଜିଲ୍ଲା ଯୁବ ବି.ଜେ.ଡ଼ି ସଭାପତି ପ୍ରତାପ କୁମାର ମହାନ୍ତି ଜିଲ୍ଲାର ଯୁବ ସଂଗଠନ କୁ ସୁଦୁଢ଼ କରିବା ପାଇଁ ଅନ୍ୟାନ କର୍ମ କର୍ତ୍ତା ନାମ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking