32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଜମ୍ମୁରେ ଆତଙ୍କୀ ହାମଲା; ୫ ଯବାନ ସହିଦ

ଜମ୍ମୁରେ ଆତଙ୍କୀ ହାମଲା; ୫ ଯବାନ ସହିଦ

ନୂଆଦିଲ୍ଲୀ: ଜାମୁ କଶ୍ମୀରର ରାଜୌରୀ ଅଂଚଳରେ ଗୁଳି ବିନିମୟରେ ସୋମବାର ଜଣେ ଜେସିଓ ସମେତ ୫ ଯବାନ  ସହିଦ ହୋଇଛନ୍ତି । ଏନକାଉଣ୍ଟର ଏବେ ବି ଜାରି ରହିଛି । କିଛି ଆତଙ୍କବାଦୀ  ବି ଲୁଚି ରହିଥିବା ଖବର ଜଣାପଡିବା ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଏହାପୂର୍ବରୁ ଜମ୍ମୁ କଶ୍ମୀରର ଅନନ୍ତନାଗ ଓ ବାନ୍ଦୀପୁରା ଜିଲ୍ଲାରେ ଜିଲ୍ଲାରେ ସୋମବାର ସୁରକ୍ଷା କର୍ମୀଙ୍କ ସହିତ ଗୁଳି ବିନିମୟ ସମୟରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ ଓ ଜଣେ ପୁଲିସ କର୍ମୀ ସହିଦ ହୋଇଥିଲେ । ପୁଲିସର ଜଣେ ଅଧିକାରୀ କହିଛନ୍ତି, ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ସୁରକ୍ଷା କର୍ମୀ ଅନନ୍ତନାଗ ଜିଲ୍ଲାର ବେରିନାଗ ଅଂଚଳରେ ଖାଙ୍ଗୁଡରେ ଘେରବାନ୍ଦୀ କରି ସନ୍ଧାନ ଅଭିଯାନ ଆରମ୍ଭ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking