39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶମାତା ବୈଷ୍ଣୋ ଦେବୀ ଭବନ ନିକଟରେ ଭୟାବହ ଅଗ୍ନିକାଣ୍ଡ

ମାତା ବୈଷ୍ଣୋ ଦେବୀ ଭବନ ନିକଟରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : କଟଦା ସ୍ଥିତ ମାତା ବୈଷ୍ଣୋ ଦେବୀଙ୍କ ନିକଟରେ ଅଗ୍ନିକାଣ୍ଡ ଘଟି ଯାଇଛି। କାଲିକା ଭବନ ନିକଟରେ କାଉଣ୍ଟର ନମ୍ବର ଦୁଇ ନିକଟରେ ନିଆଁ ଲାଗିଯିବାରୁ ଉତ୍ତେଜନା ଦେଖାଦେଇଥିଲା। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ  ଉଦ୍ଧାର କାର୍ଯ୍ୟ କରାଯାଇଥିଲା।  କ୍ୟାସ କାଉଣ୍ଟର ନିଆଁ ଲାଗିଯାଇଥିଲା, ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଛି।

କାଲିକା ଭବନରେ ନିଆଁ
ସୂଚନା ଅନୁଯାୟୀ, ଏହି ଅଗ୍ନିକାଣ୍ଡରେ ରୁମ୍ ନମ୍ବର 4 ଏବଂ ଏହାର ଆଖପାଖ ଘର ସମ୍ପୂର୍ଣ୍ଣ ଜଳି ଯାଇଛି। ତେବେ ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇ ନାହିଁ। ପୋଲିସ ସୂତ୍ରରୁ ପ୍ରକାଶ ଯେ ମାତା ବୈଷ୍ଣୋ ଦେବୀ ମନ୍ଦିର କମ୍ପ୍ଲେକ୍ସରେ ଅବସ୍ଥିତ କାଲିକା ଭବନ ବିଲଡିଂରେ ଏହି ଅଗ୍ନିକାଣ୍ଡ ଆରମ୍ ହୋଇଥିଲା। ବର୍ତ୍ତମାନ ଏହି ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଛି ।

ସର୍ଟ ସର୍କିଟ ଏହାର କାରଣ ହୋଇପାରେ
ସୂତ୍ରରୁ ପ୍ରକାଶ ଯେ ଅଗ୍ନିକାଣ୍ଡର କାରଣ ଏକ ସର୍ଟ ସର୍କିଟ ହୋଇପାରେ । ସମାନ କମ୍ପ୍ଲେକ୍ସରେ ଅବସ୍ଥିତ ଏକ ବିଲ୍ଡିଂରେ ଏକ କାଉଣ୍ଟିଂ ହଲ୍ ଅଛି, ତାହା ପୋଡି ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking