37.1 C
Bhubaneswar
Sunday, May 5, 2024
Homeଓଡିଶାକରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଉଛି ସମଗ୍ର ଜିଲ୍ଲାରେ

କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଉଛି ସମଗ୍ର ଜିଲ୍ଲାରେ

ଯାଜପୁର :  ଯାଜପୁର ଜିଲ୍ଲା ରେ କରୋନା ଦ୍ୱିତୀୟ ଲହର ସମଗ୍ର ଅଞ୍ଚଳକୂ ଗ୍ରାସ କରିଛି ପାଣି ସମସ୍ୟା ଦେଖା ଦେଇଛି l କରୋନା ସଂକ୍ରମିତ ହେବା ରେ ଲାଗିଛି ପାଣି ଓ କରୋନା ମହାମାରୀ ଜିଲ୍ଲା ବସି ଙ୍କ ମୁଁହ ରୁ ହସ ଛଡାଇ ଦେଇଛି l ଜିଲ୍ଲା 70ଭାଗ ଲୋକ କରୋନା କଟକଣା କୂ ମାନି ଚାଲୁଛନ୍ତି ଜିଲ୍ଲା ପ୍ରଶାସନ ପକ୍ଷରୁ ରୁ ଜିଲ୍ଲା ରେ ଥିବା 311ପଂଚାୟତ ଓ 2ଟି ସହର ଅଂଚଳ ର ଆଜି ଶନିବାର ରବିବାର ସପ୍ତାହ ହିକ ସଟ ଡାଉନ କୂ ଘୋଷଣା କରିଛନ୍ତି ପୂର୍ବରୁ ଯାଜପୁର ଟାଉନ ଓ ବ୍ୟାସନଗର ପୌର ଅଂଚଳ ରେ ସଟ ଡାଉନ କରାଯାଇ ଥିଲା lଆଜି ଜିଲ୍ଲା ରେ ସଂକ୍ରମଣ ସଂଖ୍ୟା 332ଅଛି l ସମଗ୍ର ସହର ମୁଖ୍ୟ ସ୍ଥାନ ଏକ ପ୍ରକାର ଜନଶୂନ୍ୟ ହୋଇ ପଡିଛି କୋରାଇ, ବିଂଝାରପୁର ଓ ବ୍ୟାସ ନଗର ମୁନିସିପାଲିଟି ରେ ପୋଜେଟୀଭି ସଂଖ୍ୟା ଅଧିକ ରହିଛି ହାଇଦ୍ରାବାଦ ବାଙ୍ଗାଲୋର କଲକାତା ରୁ ଘର କୂ ଫେରୁ ଥିବା ପ୍ରବାସୀ ମାନେ ସେଠାରୁ ସଂକ୍ରମିତ ହୋଇ ଆସୁଛନ୍ତି ଗାଁ ରେ ଅବାଧ ରେ ମିଲା ମିଶା କରିବା ଦ୍ୱାର l

କରୋନା ସଂକ୍ରମିତ ହେବା ଲାଗିଛି ବିଶେଷ କରି ବ୍ୟାସ ନାଗର ମୁନସିପାଲିଟି, କୋରାଇ ବିଂଝାରପୁର ଓ ସୁକିନ୍ଦା ଖଣି ଅଂଚଳ ପଯେ ଟିଭି ଚି଼ହ୍ନଟ ହୋଇ ଥିବା ଯୁବକ ମାନେ ହୋମ କ୍ୱାରେଣ୍ଟ ନ ରହି ପଦାରେ ବୁଲାବୁଲି କରୁଛନ୍ତି l ସାଧାରଣ ଲୋକ ମାନେ କୋବିଦ ନିୟମ କୂ ମାନୁଥିବା ବେଳ ଯୁବ ଗୋଷ୍ଟି ମାନୁ ନାହାନ୍ତି ପୋଲିସ ପକ୍ଷରୁ ସେମାନଂକୁ ସବଡ଼ କରା ଯାଉଛି l ସପ୍ତାହିକ ସଟ ଡାଉନ କଡା କଡ଼ି ଭାବେ ପାଳନ ହୋଇଥିବା ର ସହର ଗ୍ରାମ ମାନଙ୍କ ରେ ଦେଖି ବାକୁ ମିଳିଥିଲା l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking