28.9 C
Bhubaneswar
Sunday, May 5, 2024
Homeଓଡିଶାସିଦ୍ଧେଶ୍ଵର ଶିବ ମନ୍ଦିରରେ ୧୪୪ଧାରା ଲାଗୁ

ସିଦ୍ଧେଶ୍ଵର ଶିବ ମନ୍ଦିରରେ ୧୪୪ଧାରା ଲାଗୁ

ଯାଜପୁର : ଜିଲ୍ଲାରେ କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ସଂଖ୍ୟା ଦିନକୂ ଦିନ ବୃଦ୍ଧି ପାଉଛି l କୋଭିଡ୍‌-୧୯ ଗାଇଡ୍‌କୂ ଜିଲ୍ଲା ପ୍ରଶାସନ ପକ୍ଷରୁ କଡାକଡି ଭାବେ ପାଳନ କରାଯାଉଛି l ଆସନ୍ତା 20ତାରିଖରେ ସିଦ୍ଧେଶ୍ୱର ଶିବମନ୍ଦିରରେ ଅଶୋକ ଅଷ୍ଟମୀ ଉତ୍ସବ ପାଳନ ଅନୁଷ୍ଠିତ ହୁଏ ଏହି ଠାରେ ପୂର୍ଣତୟା ବୈତରଣୀ ନଦୀ ଉତ୍ତରାୟଣ ଗତି କରିଥିବାରୁ ଏହି ସ୍ଥାନରେ ବୈତରଣୀ ନଦୀରେ ସାନ୍ନ କରି ସିଦ୍ଧେଶ୍ଵର ମହାଦେବଙ୍କୁ ଦର୍ଶନ କଲେ ମହାପୁର୍ଣ୍ଣ ମିଳିଥାଏ ବୋଲି ପ୍ରବାଦ ରହିଛି l ଲୋକ କଥା ରହିଛି ସାତ ଥର ଯିବୁ ପୁରୀ ଥରେ ଯିବୁ ରସିକl କଢି ଅଶୋକ ଷ୍ଟମୀ ଉତ୍ସବକୂ ରସିକା କଡୀ କୁହାଯାଏ l ତେଣୁ ଅଶୋକ ଅଷ୍ଟମୀ ଦିନ ଜିଲ୍ଲା ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ସଂଖ୍ୟା ବୃଦ୍ଧି ପାଇଥାଏ l କରୋନା ସଂକ୍ରମଣକୂ ରୋକିବା ପାଇଁ କୋଭିଡ୍ ନିୟମ ଅନୁସାରେ ଭିଡ଼ କମାଇବା ଦୃଷ୍ଟି ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ I44ଧାର ଅଶୋକ ଅଷ୍ଟମୀ ପାଇଁ ସିଦ୍ଧେଶ୍ଵର ଶିବ ମନ୍ଦିର ପ୍ରାଙ୍ଗଣରେ ଜାରି କରାଯାଇଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking