27.1 C
Bhubaneswar
Tuesday, May 7, 2024
Homeଓଡିଶାଜାତୀୟଯୁବଦିବସଅବସରରେଖଣିଅଞ୍ଚଳରେଏକଖୋଲାଆଲୋଚନାକାର୍ଯ୍ୟକ୍ରମଅନୁଷ୍ଠିତ

ଜାତୀୟଯୁବଦିବସଅବସରରେଖଣିଅଞ୍ଚଳରେଏକଖୋଲାଆଲୋଚନାକାର୍ଯ୍ୟକ୍ରମଅନୁଷ୍ଠିତ

ଯାଜପୁର (ଓଏନଏ) ଆଜି ଜାତୀୟ ଯୁବ ଦିବସ ଅବସରରେ ସୁକିନ୍ଦା ବ୍ଲକର ଖଣି ପ୍ରଭାବିତ ୯ ଗୋଟି ପଞ୍ଚାୟତର ଯୁବକ ଓ ଛାତ୍ରମାନଙ୍କୁ ନେଇ ଏକ ଖୋଲା ଆଲୋଚନା କାର୍ଯ୍ୟକ୍ରମ କାଳିଆପାଣି ସ୍ଥିତ ଖଣି ନିଗମ କମ୍ୟୁନିଟି ସେଣ୍ଟର ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଯୋଗଦେଇ ସମାଜ ସୁଧାରକ ସ୍ବାମୀ ବିବେକାନନ୍ଦଙ୍କ ୧୫୯ତମ ଜୟନ୍ତୀ ଅବସରରେ ତାଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ବକ୍ତବ୍ୟ ସ୍ୱରୂପ କିପରି ଯୁବ ଓ ଛାତ୍ରଗୋଷ୍ଠୀଙ୍କୁ ରାଜ୍ୟର ବିକାଶଧାରାରେ ସାମିଲି କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କଲ୍ୟାଣକାରୀ କାର୍ଯ୍ୟକୁ ତୃଣମୂଳସ୍ତରରେ ଲୋକଙ୍କ ନିକଟରେ ପହଞ୍ଚାଇ ଦଳକୁ ଅଧିକ ରୁ ଅଧିକ ଶଶକ୍ତ ଓ ସୁଦୃଢ଼ କରିବାକୁ ଲୋକଙ୍କୁ ଆହ୍ବାନ କରିଛନ୍ତି। ଏଥିସହ ଖଣି ଅଞ୍ଚଳରେ ପ୍ରସିଦ୍ଧ ସୈାରିକ ମହୋତ୍ସବର ବିଷୟରେ ମଧ୍ୟ ଆଲୋଚନା ହୋଇଯାଇଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking