28.1 C
Bhubaneswar
Saturday, April 27, 2024
Homeଓଡିଶାକ୍ରୋମ ଭାଲିରେ କରୋନା କଟକଣା କୁ ଫୁ

କ୍ରୋମ ଭାଲିରେ କରୋନା କଟକଣା କୁ ଫୁ

ଯାଜପୁର : ଦେଶ ସାରା ଲକ ଡାଉନ ଚାଲି ଥିବା ବେଳେ କ୍ରୋମଭାଲିବା ଖଣି ଅଂଚଳ ରେ କରୋନା   କଟକଣା କୁ ଏକ ପ୍ରକାର ଫୁ କରିଦେଇଛନ୍ତି  ଏହା କାହା ଇସାରା ରେ  ରେ ହେଉଛି ତାହା ପ୍ରଶାସନ କୁ ପ୍ରଶ୍ନବାଚୀ ସୃଷ୍ଟି କରି ଦେଇଛି ମିଳିଥିବା ସୂଚନା ଅନୁସାରେ କାଳିଆ  ପାଣି ଥାନା ଅନ୍ତର ଗତ ରାସୋଳ, କଙ୍କଡ଼ାପାଳ ଓ ଛିଗୁଡିପାଳ  ପଞ୍ଚାୟତ ୩ ଟି  କୋଭିଡ ୧୯  କ୍ୱାରନ୍ଟାଇନ କେନ୍ଦ୍ର ରେ ୧୭ ଜଣ ପ୍ରଭାସୀ ଶ୍ରମିକ ଙ୍କୁ ରଖାଯାଇଛି !ଅନ୍ୟ ପକ୍ଷ ରେ କରୋନା କଟକଣା କୁ ନେଇ ସବୁ ଆଡ଼େ ତତ୍ପରତା ପାଉଥିବା ବେଳେ ଖଣି ଅଂଚଳ ରେ ବ୍ୟତିକ୍ରମ ଦେଖିବା କୁ ମିଳିଛି !କ୍ରୋମ ପରିବହନ ନାଁ ରେ ପ୍ରତେକ ଦିନ ଶହ ଶହ ଟ୍ରକ ଜିଲ୍ଲା ଓ ରାଜ୍ୟ  ବାହାରେ ଆସୁଥିଲେ ମଧ୍ୟ୍ କୌଣସି ଟ୍ରକ ଚାଳକ ଖଣି କ୍ୱାରନ୍ଟାଇନ ସେଣ୍ଟର ନ ରହିଥିବା ର ସୂଚନା ମିଳୁଛି !ଖଣି ଆଂଚଳ କୁ ରାଜ୍ୟ ବାହାର କୁ ଡିଜେଲ ଓ ଅନ୍ୟ ଦ୍ରବ୍ୟ ପରିବହନ ଯୋଗାଣ ଆବ୍ୟହାତ ରହିଛି !ରାଜ୍ୟ ର ପ୍ରମୁଖ ହଟସ୍ପଟ କୁହାଯାଉଥିବା ଭୁବନେଶ୍ୱର, ଭଦ୍ରକ, ଯାଜପୁର, ବାଲେଶ୍ୱର, ଗଞ୍ଜାମ ରୁ ଖଣି କର୍ମଚାରୀ ଓ ଆଧିକାରୀ ବିଭିନ୍ନ ଖଣି ଆସି ବେଧଡକ କାର୍ଯ୍ୟ କରିବା ର ଦେଖିବା ସହ ପଡୋଶୀ ଝାଡ଼ଖଣ୍ଡ, ପଶ୍ଚିମ ବଙ୍ଗ, ଆନ୍ଧ୍ରଓ ବିହାର ରାଜ୍ୟ କିଛି ଖଣି କର୍ମଚାରୀ ଓ ଅଧିକାରୀ ଖଣି ଅଂଚଳ ରେ ରହି ଗୋପନୀୟ ଭାବେ ରହି କାମ କରୁଛନ୍ତି ବୋଲି ସାଧାରଣ ରେ ଅଭିଯୋଗ ହୋଇଛି !ପ୍ରାୟ ଦୁଇ ସପ୍ତାହ ହେବ ଅନ୍ତ ଜିଲ୍ଲା କର୍ମଚାରୀ ଓ ସ୍ଥାନୀୟ ଲୋକ ଙ୍କ ମଧ୍ୟ୍ ରେ ମିଳା ମିଶା ଦେଖିବା କୁ ମିଳିଛି !କିଛି ଜଲିଖିଆ ପାନ ଦୋକାନ ଗୁପ୍ତ ଭାବେ ଖୋଲା ରହୁଛିବୋଲି ସୂଚନା ମିଳୁଛି !ଯାହାକି ସବୁଜ ଜୋନ ସୁକିନ୍ଦା ଓ କ୍ରୋମ ଭେଲି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବା  ସହ ପ୍ରସାଶନ ଓ ଖଣି କମ୍ପାନୀ ମଧ୍ୟ୍ ରେ ମଧୁଚନ୍ଦ୍ରିକା କା ର ସମ୍ପର୍କ ରହିଛି ବୋଲି ବୁଦ୍ଧିଜୀବୀ ମହଲ ରେ ମତ ପ୍ରକାଶ ପାଇଛି !
-ରିପୋର୍ଟ : ଅଭିମନ୍ୟୁ ମିଶ୍ର
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking