31.1 C
Bhubaneswar
Monday, May 27, 2024
Homeଓଡିଶା୩ ଘଣ୍ଟା ଭିତରେ ୪ ଜିଲ୍ଲାରେ ବର୍ଷିବ !

୩ ଘଣ୍ଟା ଭିତରେ ୪ ଜିଲ୍ଲାରେ ବର୍ଷିବ !

ଭୁବନେଶ୍ୱର : ବିଜୁଳି ଘଡଘଡି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗର ସୂଚନା ଜାରି ହୋଇଛି । ଆଗାମୀ ୩ ଘଣ୍ଟା ମଧ୍ୟରେ ଗଞ୍ଜାମ , ଖୋର୍ଦ୍ଧା , ପୁରୀ , ନୟାଗଡକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ୪୦ ରୁ ୫୦ କିମି ବେଗରେ ପବନ ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking