38.1 C
Bhubaneswar
Friday, April 26, 2024
Homeଓଡିଶାଆଇପିଏସ୍ ଅଦଳବଦଳ : ବିଜୟଙ୍କୁ ନୂଆ ନିଯୁକ୍ତି

ଆଇପିଏସ୍ ଅଦଳବଦଳ : ବିଜୟଙ୍କୁ ନୂଆ ନିଯୁକ୍ତି

ଭୁବନେଶ୍ୱର ‌: ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି । ଓଏସ୍‌ଡିରେ କାର୍ଯ୍ୟରତ ଆଇପିଏସ୍ ବିଜୟ କୁମାର ଶର୍ମାଙ୍କୁ ବଦଳି କରାଯାଇ, ରାଜ୍ୟ ପ୍ରିଣ୍ଟିଂ ଷ୍ଟେସନାରୀ ଏବଂ ପବ୍ଲିକେସନ୍ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ଆଇପିଏସ୍ ହିମାଂଶୁ କୁମାର ଲାଲ୍‌ଙ୍କୁ ଡିଆଇଜି ର‌୍ୟାଙ୍କ୍‌ରୁ ଆଇଜି ର‌୍ୟାଙ୍କ୍‌କୁ ପଦୋନ୍ନତି ମିଳିଛି । ଏହାସହ ତାଙ୍କୁ କାରାଗାର ଏବଂ ସୁଧାରଗୃହ ସେବାର ଆଇଜି ଭାବେ ନିଯୁକ୍ତି କରାଯାଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking