26.1 C
Bhubaneswar
Friday, May 10, 2024
Homeଓଡିଶାମହିଳା ଉଦ୍ୟୋଗୀଙ୍କ ପ।ଇଁ ଶିଳ୍ପ ପାର୍କ: ମୁଖ୍ୟମନ୍ତ୍ରୀ

ମହିଳା ଉଦ୍ୟୋଗୀଙ୍କ ପ।ଇଁ ଶିଳ୍ପ ପାର୍କ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମେକ୍ ଇନ୍ ଓଡିଶା କନକ୍ଲେଭରେ ମିଶନ ଶକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ । ସଶକ୍ତି, ସମୃଦ୍ଧି ମିଶନ ଶକ୍ତି ଆମର ଲକ୍ଷ୍ୟ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ଶିଳ୍ପ ପାର୍କ ହେବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶିଳ୍ପ ପାର୍କ ହେବ, ସବୁ ଜିଲ୍ଲରେ ମାଇକ୍ରୋ ଓ ସ୍ମଲ୍ ଇଣ୍ଡଷ୍ଟ୍ରୀ ପାର୍କ ହେବ । ପ୍ରତି ଜିଲ୍ଲା ମିଶନ ଶକ୍ତି ମହାସଂଘକୁ ୧ କୋଟିର ରିଭଲଭିଂ ଫଣ୍ଡ୍ ଦିଆଯିବ । ବ୍ଲକ ମହାସଂଘକୁ ୫୦ ଲକ୍ଷ, ପଂଚାୟତରେ ମାର୍କେଟ କଂପ୍ଲେକ୍ସ ଓ ଅଫିସ ହେବ । ମହିଳା ଉଦ୍ୟୋଗୀଙ୍କ ଉତ୍ପାଦିତ ସାମଗ୍ରୀ ବିକ୍ରି ପାଇଁ ଇ-କମର୍ସ ବ୍ୟବସ୍ଥା କରାଯିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking