34.1 C
Bhubaneswar
Saturday, April 27, 2024
Homeଓଡିଶାଫିଲ୍ମ ଓ ସିରିଏଲ ସୁଟିଂ ଉପରେ ପ୍ରତିବନ୍ଧକ ଲଗାଇଲେ ରାଜ୍ୟ ସରକାର

ଫିଲ୍ମ ଓ ସିରିଏଲ ସୁଟିଂ ଉପରେ ପ୍ରତିବନ୍ଧକ ଲଗାଇଲେ ରାଜ୍ୟ ସରକାର

ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ସମୟରେ ଫିଲ୍ମ କିମ୍ବା କୌଣସି ସିରିଏଲ ସୁଟିଂ ହୋଇପାରିବ ନାହିଁ। ସମସ୍ତ ପ୍ରକାର ଇନଡୋର୍‌, ଆଉଟଡୋର୍‌ ସୁଟିଂ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦ୍ରୁତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏସ୍‌ଆର୍‌ସି ଏହି ନିର୍ଦ୍ଦେଶ ଦେଇଛନ୍ତି।ଏନେଇ ସମସ୍ତ ବିଭାଗକୁ ପଦକ୍ଷେପ ଗ୍ରହଣ ପାଇଁ ଏସ୍‌ଆର୍‌ସି ନିର୍ଦ୍ଦେଶ ବି ଦେଇଛନ୍ତି। ତେଣୁ ରାଜ୍ୟରେ ଚାଲିଥିବା ସମସ୍ତ ସୁଟିଂ ଏବେ ବନ୍ଦ ରହିବ। ପରବର୍ତ୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ସୁଟିଂ ହୋଇପାରିବ ନାହିଁ କୌଣସି ଫିଲ୍ମ ଓ ସିରିଏଲ୍‌ ବୋଲି ସୂଚନା ମିଳିଛି। ରାଜ୍ୟରେ ଗତ କିଛି ଦିନ ହେଲା ଲଗାତାର ଭାବରେ ସଂକ୍ରମଣ ବଢିବାରେ ଲାଗିଛି। ତେଣୁ ସଂକ୍ରମଣକୁ ରୋକିବାକୁ ସରକାର ଏମିତି ନିଷ୍ପତ୍ତି ନେଇଥିବା କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking