39.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଆଇଟି ରିଟର୍ଣ୍ଣ ଅବଧି ବଢିଲା

ଆଇଟି ରିଟର୍ଣ୍ଣ ଅବଧି ବଢିଲା

ଭୁବନେଶ୍ୱର: ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଅବଧି ବଢାଇଛନ୍ତି କେନ୍ଦ୍ର ସରକାର । ୩୧ ଡିସେମ୍ବର ଯାଏ ଥିବା ସାଧାରଣ ଟିକସଦାତାଙ୍କ ଅବଧି ବୃଦ୍ଧି ହୋଇଛି । ସାଧାରଣ ଟିକସଦାତାଙ୍କ ଆଇଟି ରିଟର୍ଣ୍ଣ ଅବଧି ଜାନୁୟାରୀ ୧୦ ଯାଏ ବୃଦ୍ଧି ହୋଇଛି । ଅଡିଟ ଯୁକ୍ତ ଆକାଉଣ୍ଟ ରିଟର୍ଣ୍ଣ ଅବଧି ଫେବୃୟାରୀ ୧୫ ଯାଏ ବୃଦ୍ଧି ହୋଇଛି । ଇଣ୍ଟରନ୍ୟାସନାଲ ଟ୍ରାଂଜାକ୍ସନ ରିଟର୍ଣ୍ଣ ଅବଧି ଫେବୃୟାରୀ ୧୫କୁ ବୃଦ୍ଧି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking