29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଗଛ ପାଇଁ ପେନସନ

ଗଛ ପାଇଁ ପେନସନ

ନୂଆଦିଲ୍ଲୀ: ଗଛ ପାଇଁ ପେନସନ ଘୋଷଣା କରିଛନ୍ତି ହରିୟାଣା ସରକାର । ପ୍ରାଣବାୟୁ ଦେବତା ପେନସନ ଯୋଜନା ଘୋଷଣା କରିଛନ୍ତି ହରିୟାଣା ସରକାର । ୭୫ ବର୍ଷରୁ ଉର୍ଦ୍ଧ୍ୱ ବୟସର ବୃକ୍ଷ ପାଇଁ ବାର୍ଷିକ ୨୫୦୦ ଟଙ୍କା ଘୋଷଣା ହୋଇଛି । ୨୫୦୦ ପେନସନ ଟଙ୍କାରେ ବୃକ୍ଷର ରକ୍ଷଣାବେକ୍ଷଣ କରାଯିବ । ବିଶ୍ୱ କାର ମୁକ୍ତ ଦିବସ ପାଳନ କରିବା ପାଇଁ ସେ ତାଙ୍କ କ୍ୟାବିନେଟ ସହକର୍ମୀ ତଥା ବିଧାୟକଙ୍କ ସହ ସାଇକେଲ ଯୋଗେ ତାଙ୍କ ବାସଭବନରୁ ଚଣ୍ଡିଗଡ଼ର ସଚିବାଳୟକୁ ଯିବା ପରେ କହିଛନ୍ତି। ହରିୟାଣା ସରକାର ଶୀଘ୍ର ବୈଦ୍ୟୁତିକ ଯାନ ନୀତି ଆଣିବେ ଏବଂ ଆରମ୍ଭରୁ ବୈଦ୍ୟୁତିକ ଯାନ ଉପରେ ସବସିଡି ପ୍ରଦାନ କରାଯିବ। ଇଲେକ୍ଟ୍ରିକ୍ ବସ୍ କିଣିବାକୁ ମଧ୍ୟ ବିଚାର କରାଯାଉଛି ବୋଲି ହରିୟାଣା ସିଏମ୍ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking