29.1 C
Bhubaneswar
Saturday, April 27, 2024
Homeଅପରାଧପତ୍ନୀର ଶ୍ୱଶୁର ସହ ଅନୈତିକ ସମ୍ବନ୍ଧ; ସ୍ୱାମୀକୁ ହତ୍ୟା

ପତ୍ନୀର ଶ୍ୱଶୁର ସହ ଅନୈତିକ ସମ୍ବନ୍ଧ; ସ୍ୱାମୀକୁ ହତ୍ୟା

ପଞ୍ଜାବ : ପଞ୍ଜାବର ମାନସ ଗ୍ରାମରେ ଜଣେ ବୋହୁ ନିଜ ଶ୍ୱଶୁରଙ୍କ ସହ ଅବୈଧ ସମ୍ବନ୍ଧ ରଖିଥିଲା । ପୁଅକୁ ରାସ୍ତାର କଣ୍ଟାବୋଲି ଭାବି ପୁର୍ବରୁ ଯୋଜନା ବନାଇ ଏକ ଧାରୁଆ ଅସ୍ତ୍ରରେ ବୋହୁ ଓ ବାପା ,ପୁଅକୁ ହତ୍ୟା କରି ଦେଇଥିଲେ ।ଏବଂ ହତ୍ୟାକୁ ଲୁଚାଇବା ପାଇଁ ଶବର ଅନ୍ତିମ ସଂସ୍କାର ମଧ୍ୟ କରିଦେଇଥିଲେ ।
ମନସା ଗ୍ରାମରେ ଜଗଜିତ ସିଂ (୨୫)ନାମକ ବ୍ୟକ୍ତି ନିଜ ପତ୍ନୀ ଜସପ୍ରୀତ ଓ ବାପା ଭୋଲା ସିଂଙ୍କ ସହ ଘରେ ରହୁଥିଲେ । ଜଗଜିତ ସିଂ ନଜ କାମରେ ସବୁବେଳେ ବାହାରକୁ ଯିବା ଆସିବା କରୁଥିଲେ । ଏହା ମଧ୍ୟରେ ଜସପ୍ରୀତଙ୍କର ଶ୍ୱଶୁର ଭୋଲା ସିଂଙ୍କ ସହ ଅନୈତିକ ସମ୍ପର୍କ ଗଢିଉଠଥିଲା । ତେବେ ଶ୍ୱଶୁର ଓ ବୋହୁ ଦୁଇଜଣ ନିଜ ପୁଅ ଓ ସ୍ୱାମୀକୁ ରାସ୍ତାର କଣ୍ଟା ବୋଲି ଭାବୁଥିଲେ । ତେବେ ହତ୍ୟାକରି ଶବକୁ ଦାହ କରିଦବା ପରେ ପୋଲିସ ଏହାର ସୂଚନା ପାଇ ମନସାରେ ରହୁଥିବା ଭୋଲା ସିଂଙ୍କ ଘରେ ପହଞ୍ଚି ଶ୍ୱଶୁର ଓ ବୋହୁକୁ ଗିରଫ କରିଥିଲା ।
ମନସା ଏସପି ସୁରେନ୍ଦ୍ର ଲାମ୍ବା କହିଛନ୍ତିଯେ ସେମାନେ ଏକ ଧାରୁଆ ଅସ୍ତ୍ରରେ ଜଗଜିତକୁ ଆକ୍ରମଣ କରିଥବାରୁ ଘଟଣା ସ୍ଥଳରେ ତାର ମୃତ୍ୟୁ ହେଇଥିଲା । ଓ ପୋଲିସ ୩୦୨ ଧାରା ଅନୂସାରେ ୨ ଜଣଙ୍କୁ ଗିରଫ କରି ତଦନ୍ତ ଜରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking