ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇଏଏସ୍ ଅଫିସର ସ୍ତରରେ ବଡ଼ ଧରଣର ଅଦବଳବଦଳ କରିଛନ୍ତି । ଏଥିରେ ୧୯ଜଣ ଅଫିସର୍ଙ୍କ ପଦବୀରେ ପରିବର୍ତ୍ତନ କରାଯାଇଛି । ସୋନ୍ପୁର, ଗଜପତି ଓ ମାଲକାନଗିରି ଜିଲ୍ଲାପାଳଙ୍କୁ ମଧ୍ୟ ବଦଳୀ କରାଯାଇଛି ।
ନାମ ଥିଲେ ହେଲେ
ସୁରେଶ କୁମାର ବୈଶିଷ୍ଠ ସ୍ୱତନ୍ତ୍ର ସଚିବ ଏଆଣ୍ଡଏଫ୍ଇ ବିଭାଗ ସଚିବ ଏଆଣ୍ଡଏଫ୍ଇ ବିଭାଗ
ଭୁପେନ୍ଦ୍ର ସିଂ ପୁନିଆ ଓଏସ୍ଇପିଏ ପ୍ରକଳ୍ପ ନିର୍ଦ୍ଦେଶକ ଏମ୍ଡି ଇପିକଲ୍
ପ୍ରେମଚନ୍ଦ୍ର ଚୌଧୁରୀ ଓଏସ୍ଡି, ସାଧାରଣ ପ୍ରଶାସନ ବିଭାଗ ଡବ୍ଲୁଓଡିସିସିଇଓ
ଅନୁପମ୍ ସାହା ଜିଲ୍ଲାପାଳ ଗଜପତି ଓଏସ୍ଇପିଏ ପ୍ରକଳ୍ପ ନିର୍ଦ୍ଦେଶକ
ମନୀଷା ବାର୍ନାଜୀ ଜିଲ୍ଲାପାଳ ସାନପୁର ଜିଲ୍ଲାପାଳ ବରଗଡ଼
ଏଦୁଲା ବିଜୟ ଜିଲ୍ଲାପାଳ ମାଲକାନଗିରି ନିର୍ଦ୍ଦେଶକ ପଶୁସମ୍ପଦ ବିଭାଗ
ଲିଙ୍ଗରାଜ ପଣ୍ଡା ଆଦର୍ଶ ବିଦ୍ୟାଳୟ ନିର୍ଦ୍ଦେଶକ ଜିଲ୍ଲାପାଳ ଗଜପତି
ଆବୋଲି ସୁନୀଲ ନର୍ବାନୀ ଏଡିଏମ୍ ରାଉରକଲା ଜିଲ୍ଲାପାଳ ସୋନପୁର
ଦିବ୍ୟଜ୍ୟୋତି ପରିଡ଼ା କମିଶନର ରାଉରକେଲା ମହାନଗର ନିଗମ ରାଉରକେଲଶ ଏହିଏମ୍ (ଅତିରିକ୍ତ ଦାୟିତ୍ୱ)
ବିଶାଲ ସିଂ ପିଡ଼ିଡିଆର୍ଡିଏ ଯାଜପୁର ଜିଲ୍ଲାପାଳ ମାଲକାନଗିରି
ସୋମଶେ କୁମାର ଉପାଧ୍ୟୟ ଟିଟିଲାଗଡ଼ ଉପଜିଲ୍ଲାପାଳ ପିଡ଼ିଡିଆର୍ଡିଏ କଳାହାଣ୍ଡି
ପି.ଅନବେଶ ରେଡ୍ଡି ବାରିପଦା ଉପଜିଲ୍ଲାପାଳ ପିଡ଼ିଡିଆର୍ଡିଏ ମୟୁରଭଞ୍ଜ
ଦିବାକର ଟିଏସ୍ ଧର୍ମଗଡ଼ ଉପଜିଲ୍ଲାପାଳ ଓଡ଼ିଶା ଆପ୍ଲିକେଶସନ ସେଣ୍ଟର ଓଏସ୍ଡି
ଅଗ୍ରୱାଲ୍ ଅକ୍ଷୟ ସୁନୀଲ୍ ନବରଙ୍ଗପୁର ଉପଜିଲ୍ଲାପାଳ
ଅନ୍ୟା ଦାସ ଉପଜିଲ୍ଲାପାଳ ବାରିପଦା
ଆଦିତ୍ୟ ଗୋଏଲ୍ କୁଚିଣ୍ଡା ଉପଜିଲ୍ଲାପାଳ
ମହାଜନ ମନୋଜ ସତ୍ୟାୱାନ୍ ଟିଟିଲାଗଡ଼ ଉପଜିଲ୍ଲାପାଳ
ପାୱାର ସଚିନ୍ ପ୍ରକାଶ ଧର୍ମଗଡ଼ ଉପଜିଲ୍ଲାପାଳ
ଇଶ୍ୱର ଗୌରବ ଶିବାଜୀ ଉପଜିଲ୍ଲାପାଳ ଖୋର୍ଦ୍ଧା