38.1 C
Bhubaneswar
Friday, April 26, 2024
Homeଓଡିଶାଦୁର୍ଘଟଣାରେ ସାମ୍ବାଦିକ ଯୀମୁତ ମଙ୍ଗରାଜଙ୍କ ବିୟୋଗ

ଦୁର୍ଘଟଣାରେ ସାମ୍ବାଦିକ ଯୀମୁତ ମଙ୍ଗରାଜଙ୍କ ବିୟୋଗ

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ଯୀମୁତ ମଙ୍ଗରାଜଙ୍କର ସଡ଼କ ଦୁର୍ଘଟଣାରେ ଆଜି ମୃତ୍ୟୁ ହୋଇଛି । ଆଜି ସନ୍ଧ୍ୟା ୭ଟା ବେଳକୁ ଯାଁଳା ମେଡିକାଲ ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ପୂର୍ବରୁ ତାଙ୍କ ପତ୍ନୀଙ୍କର ବିୟାଗ ହୋଇସାରିଛି । ସେ ଜଣେ ସୁସାହିତ୍ୟିକା ଓ ସାମ୍ବାଦିକ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking