31.1 C
Bhubaneswar
Tuesday, May 7, 2024
Homeଓଡିଶାମାନବl ଧିକାର ସୁରକ୍ଷା ପକ୍ଷରୁ ବୈଠକ

ମାନବl ଧିକାର ସୁରକ୍ଷା ପକ୍ଷରୁ ବୈଠକ

ଯାଜପୁର (ଅଭିମନ୍ୟୁ ମିଶ୍ର) : ସାଧାରଣ ଲୋକଟିର ସଂମ୍ମାନର ସହ ବଞ୍ଚିବା ପାଇଁ ହେଲେ ତାର ମାନବାଧିକାର ସୁରକ୍ଷା ଜରୁରୀ ଅଟେ ।
ମାନବାଧିକାର ଉଲଂଘନର ଅଭିଯୋଗ ଏଣିକି ଅଭିଯୋଗ ସେବା କେନ୍ଦ୍ର ମାଧ୍ୟମରେ ଶୁଣାଣି ହେବ ଓ ଏହାର ଲାଘବ ପାଇଁ ବିହୀତ ପଦକ୍ଷେପ ନିଆଯିବ ବୋଲି ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ ପକ୍ଷରୁ ଯାଜପୁର ର ପାଣିକୋଇଲି ଠାରେ ଏକ ଜିଲ୍ଲାସ୍ତରୀୟ ଯୋଜନା ଓ କାର୍ଯ୍ୟକାରୀ ବୈଠକରେ ଯୋଗଦେଇ ସଂଗଠନ ର ଅଧ୍ୟକ୍ଷ ତଥା ଜାତୀୟ ମାନବାଧିକାର ଆୟୋଗର କୋର ଗ୍ରୁପ ସଦସ୍ୟସାଧାରଣ ଲୋକଟିର ସଂମ୍ମାନର ସହ ବଞ୍ଚିବା ପାଇଁ ହେଲେ ତାର ମାନବାଧିକାର ସୁରକ୍ଷା ଜରୁରୀ ଅଟେ ।
ମାନବାଧିକାର ଉଲଂଘନର ଅଭିଯୋଗ ଏଣିକି ଅଭିଯୋଗ ସେବା କେନ୍ଦ୍ର ମାଧ୍ୟମରେ ଶୁଣାଣି ହେବ ଓ ଏହାର ଲାଘବ ପାଇଁ ବିହୀତ ପଦକ୍ଷେପ ନିଆଯିବ ବୋଲି ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ ପକ୍ଷରୁ ଯାଜପୁର ର ପାଣିକୋଇଲି ଠାରେ ଏକ ଜିଲ୍ଲାସ୍ତରୀୟ ଯୋଜନା ଓ କାର୍ଯ୍ୟକାରୀ ବୈଠକରେ ଯୋଗଦେଇ ସଂଗଠନ ର ଅଧ୍ୟକ୍ଷ ତଥା ଜାତୀୟ ମାନବାଧିକାର ଆୟୋଗର କୋର ଗ୍ରୁପ ସଦସ୍ୟ ମନୋଜ ଜେନା କହିଥିଲେ । ସାଧାରଣ ଲୋକଟିଏ କିଭଳି ସମ୍ମାନର ସହ ବଞ୍ଚିବା ସହ ସମ୍ବିଧାନ ପ୍ରଦତ୍ତ ମୌଳିକ ସୁବିଧାରୁ ବଞ୍ଚିତ ନହେବେ ସେଥିପ୍ରତି ପ୍ରତ୍ୟେକ ମାନବାଧିକାର କର୍ମୀ ସଚେତନ ହେବା ସହ ଆଇନର ପରିଧି ମଧ୍ୟରେ ରହି କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ ମତପୋଷଣ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ରାଜ୍ୟ ଆବାହକ ରାଜୀବ ପଟ୍ଟନାୟକ ସମାଜରେ ବଢ଼ୁଥିବା ମାନବାଧିକାର ଉଲଂଘନ ଉପରେ ଚିନ୍ତାପ୍ରକଟ କରିଥିଲେ ଓ ମାନବାଧିକାର କର୍ମୀମାନେହିଁ ସାଧାରଣ ଲୋକଙ୍କ ସ୍ୱର ହୋଇପାରିବେ ବୋଲି କହିଥିଲେ। ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ସଦସ୍ୟ ଅକ୍ଷୟ କୁମାର ଜେନା ସଭା ପରିଚାଳନା କରିବା ସହ ସଂଗଠନର କାର୍ଯ୍ୟପ୍ରଣାଳୀ ବିଷୟରେ ବିସ୍ତ୍ରୁତ ସୂଚନା ପ୍ରଦାନ ଦେଇଥିଲେ। ରାଜ୍ୟ ସଂଯୋଜକ ସଭ୍ୟ ରମେଶ ଭାରତୀ ମାନବାଧିକାରର ଗୁରୁତ୍ୱ ଉପରେ ବକ୍ତବ୍ୟ ଦେଇଥିଲେ ଓ ଅନ୍ୟ ମାନଙ୍କ ମଧ୍ୟରେ ସଭ୍ୟା ନିରୁପମା ମଲିକ, ମାନବାଧିକାର ଯାଜପୁର ର ଗଣମାଧ୍ୟମ ସଂଯୋଜକ ସନ୍ତୋଷ କୁମାର ବେହେରା,ପ୍ରସନ୍ନ ସ୍ୱାଇଁ, ପ୍ରସନ୍ନ ପେରେଇ, ଶୁକଦେବ ପୃଷ୍ଟି, ପିତାମ୍ବର ପେରେଇ, କାଳନ୍ଦୀ ଚରଣ ମଲ୍ଲିକ, ଅୟସକାନ୍ତ ଶତପଥୀ, କବି ଦେହୁରୀ, ସାଗର ଦେହୁରୀ, ଚନ୍ଦନ ପେରେଇ, ମହେନ୍ଦ୍ର କୁମାର ରାଉତ, ଆଇନଜୀବୀ ସସ୍ମିତା ସାହୁ, ଲଷ୍ମୀପ୍ରିୟା ସାହୁ, ସୁନୀଲ କୁମାର ମଲିକ, ବିଶ୍ୱଜିତ ସାହୁ,ଚନ୍ଦନ କୁମାର ରଣା, ବିଶ୍ୱମ୍ବର ମଲିକ, ଚନ୍ଦନ କୁମାର ଘଡ଼ାଇ, ସନ୍ତୋଷ ମଲିକ, ସାମ୍ବାଦିକ ସଙ୍ଘ ର ସଭାପତି ସୁବାସ ଧଳ , ସତ୍ୟାନନ୍ଦ ଘଡ଼ାଇ ପ୍ରମୁଖ ବିଭିନ୍ନ ବ୍ଲକ ରୁ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳତା ର ରୂପ ଦେଇଥିଲେ । ଶେଷରେ ଲଷ୍ମୀପ୍ରିୟା ସାହୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l ମନୋଜ ଜେନା କହିଥିଲେ । ସାଧାରଣ ଲୋକଟିଏ କିଭଳି ସମ୍ମାନର ସହ ବଞ୍ଚିବା ସହ ସମ୍ବିଧାନ ପ୍ରଦତ୍ତ ମୌଳିକ ସୁବିଧାରୁ ବଞ୍ଚିତ ନହେବେ ସେଥିପ୍ରତି ପ୍ରତ୍ୟେକ ମାନବାଧିକାର କର୍ମୀ ସଚେତନ ହେବା ସହ ଆଇନର ପରିଧି ମଧ୍ୟରେ ରହି କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ ମତପୋଷଣ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ରାଜ୍ୟ ଆବାହକ ରାଜୀବ ପଟ୍ଟନାୟକ ସମାଜରେ ବଢ଼ୁଥିବା ମାନବାଧିକାର ଉଲଂଘନ ଉପରେ ଚିନ୍ତାପ୍ରକଟ କରିଥିଲେ ଓ ମାନବାଧିକାର କର୍ମୀମାନେହିଁ ସାଧାରଣ ଲୋକଙ୍କ ସ୍ୱର ହୋଇପାରିବେ ବୋଲି କହିଥିଲେ। ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ସଦସ୍ୟ ଅକ୍ଷୟ କୁମାର ଜେନା ସଭା ପରିଚାଳନା କରିବା ସହ ସଂଗଠନର କାର୍ଯ୍ୟପ୍ରଣାଳୀ ବିଷୟରେ ବିସ୍ତ୍ରୁତ ସୂଚନା ପ୍ରଦାନ ଦେଇଥିଲେ। ରାଜ୍ୟ ସଂଯୋଜକ ସଭ୍ୟ ରମେଶ ଭାରତୀ ମାନବାଧିକାରର ଗୁରୁତ୍ୱ ଉପରେ ବକ୍ତବ୍ୟ ଦେଇଥିଲେ ଓ ଅନ୍ୟ ମାନଙ୍କ ମଧ୍ୟରେ ସଭ୍ୟା ନିରୁପମା ମଲିକ, ମାନବାଧିକାର ଯାଜପୁର ର ଗଣମାଧ୍ୟମ ସଂଯୋଜକ ସନ୍ତୋଷ କୁମାର ବେହେରା,ପ୍ରସନ୍ନ ସ୍ୱାଇଁ, ପ୍ରସନ୍ନ ପେରେଇ, ଶୁକଦେବ ପୃଷ୍ଟି, ପିତାମ୍ବର ପେରେଇ, କାଳନ୍ଦୀ ଚରଣ ମଲ୍ଲିକ, ଅୟସକାନ୍ତ ଶତପଥୀ, କବି ଦେହୁରୀ, ସାଗର ଦେହୁରୀ, ଚନ୍ଦନ ପେରେଇ, ମହେନ୍ଦ୍ର କୁମାର ରାଉତ, ଆଇନଜୀବୀ ସସ୍ମିତା ସାହୁ, ଲଷ୍ମୀପ୍ରିୟା ସାହୁ, ସୁନୀଲ କୁମାର ମଲିକ, ବିଶ୍ୱଜିତ ସାହୁ,ଚନ୍ଦନ କୁମାର ରଣା, ବିଶ୍ୱମ୍ବର ମଲିକ, ଚନ୍ଦନ କୁମାର ଘଡ଼ାଇ, ସନ୍ତୋଷ ମଲିକ, ସାମ୍ବାଦିକ ସଙ୍ଘ ର ସଭାପତି ସୁବାସ ଧଳ , ସତ୍ୟାନନ୍ଦ ଘଡ଼ାଇ ପ୍ରମୁଖ ବିଭିନ୍ନ ବ୍ଲକ ରୁ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳତା ର ରୂପ ଦେଇଥିଲେ । ଶେଷରେ ଲଷ୍ମୀପ୍ରିୟା ସାହୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l ସାଧାରଣ ଲୋକଟିର ସଂମ୍ମାନର ସହ ବଞ୍ଚିବା ପାଇଁ ହେଲେ ତାର ମାନବାଧିକାର ସୁରକ୍ଷା ଜରୁରୀ ଅଟେ ।
ମାନବାଧିକାର ଉଲଂଘନର ଅଭିଯୋଗ ଏଣିକି ଅଭିଯୋଗ ସେବା କେନ୍ଦ୍ର ମାଧ୍ୟମରେ ଶୁଣାଣି ହେବ ଓ ଏହାର ଲାଘବ ପାଇଁ ବିହୀତ ପଦକ୍ଷେପ ନିଆଯିବ ବୋଲି ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ ପକ୍ଷରୁ ଯାଜପୁର ର ପାଣିକୋଇଲି ଠାରେ ଏକ ଜିଲ୍ଲାସ୍ତରୀୟ ଯୋଜନା ଓ କାର୍ଯ୍ୟକାରୀ ବୈଠକରେ ଯୋଗଦେଇ ସଂଗଠନ ର ଅଧ୍ୟକ୍ଷ ତଥା ଜାତୀୟ ମାନବାଧିକାର ଆୟୋଗର କୋର ଗ୍ରୁପ ସଦସ୍ୟ ମନୋଜ ଜେନା କହିଥିଲେ । ସାଧାରଣ ଲୋକଟିଏ କିଭଳି ସମ୍ମାନର ସହ ବଞ୍ଚିବା ସହ ସମ୍ବିଧାନ ପ୍ରଦତ୍ତ ମୌଳିକ ସୁବିଧାରୁ ବଞ୍ଚିତ ନହେବେ ସେଥିପ୍ରତି ପ୍ରତ୍ୟେକ ମାନବାଧିକାର କର୍ମୀ ସଚେତନ ହେବା ସହ ଆଇନର ପରିଧି ମଧ୍ୟରେ ରହି କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ ମତପୋଷଣ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ରାଜ୍ୟ ଆବାହକ ରାଜୀବ ପଟ୍ଟନାୟକ ସମାଜରେ ବଢ଼ୁଥିବା ମାନବାଧିକାର ଉଲଂଘନ ଉପରେ ଚିନ୍ତାପ୍ରକଟ କରିଥିଲେ ଓ ମାନବାଧିକାର କର୍ମୀମାନେହିଁ ସାଧାରଣ ଲୋକଙ୍କ ସ୍ୱର ହୋଇପାରିବେ ବୋଲି କହିଥିଲେ। ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ସଦସ୍ୟ ଅକ୍ଷୟ କୁମାର ଜେନା ସଭା ପରିଚାଳନା କରିବା ସହ ସଂଗଠନର କାର୍ଯ୍ୟପ୍ରଣାଳୀ ବିଷୟରେ ବିସ୍ତ୍ରୁତ ସୂଚନା ପ୍ରଦାନ ଦେଇଥିଲେ। ରାଜ୍ୟ ସଂଯୋଜକ ସଭ୍ୟ ରମେଶ ଭାରତୀ ମାନବାଧିକାରର ଗୁରୁତ୍ୱ ଉପରେ ବକ୍ତବ୍ୟ ଦେଇଥିଲେ ଓ ଅନ୍ୟ ମାନଙ୍କ ମଧ୍ୟରେ ସଭ୍ୟା ନିରୁପମା ମଲିକ, ମାନବାଧିକାର ଯାଜପୁର ର ଗଣମାଧ୍ୟମ ସଂଯୋଜକ ସନ୍ତୋଷ କୁମାର ବେହେରା,ପ୍ରସନ୍ନ ସ୍ୱାଇଁ, ପ୍ରସନ୍ନ ପେରେଇ, ଶୁକଦେବ ପୃଷ୍ଟି, ପିତାମ୍ବର ପେରେଇ, କାଳନ୍ଦୀ ଚରଣ ମଲ୍ଲିକ, ଅୟସକାନ୍ତ ଶତପଥୀ, କବି ଦେହୁରୀ, ସାଗର ଦେହୁରୀ, ଚନ୍ଦନ ପେରେଇ, ମହେନ୍ଦ୍ର କୁମାର ରାଉତ, ଆଇନଜୀବୀ ସସ୍ମିତା ସାହୁ, ଲଷ୍ମୀପ୍ରିୟା ସାହୁ, ସୁନୀଲ କୁମାର ମଲିକ, ବିଶ୍ୱଜିତ ସାହୁ,ଚନ୍ଦନ କୁମାର ରଣା, ବିଶ୍ୱମ୍ବର ମଲିକ, ଚନ୍ଦନ କୁମାର ଘଡ଼ାଇ, ସନ୍ତୋଷ ମଲିକ, ସାମ୍ବାଦିକ ସଙ୍ଘ ର ସଭାପତି ସୁବାସ ଧଳ , ସତ୍ୟାନନ୍ଦ ଘଡ଼ାଇ ପ୍ରମୁଖ ବିଭିନ୍ନ ବ୍ଲକ ରୁ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳତା ର ରୂପ ଦେଇଥିଲେ । ଶେଷରେ ଲଷ୍ମୀପ୍ରିୟା ସାହୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking