32.1 C
Bhubaneswar
Friday, April 26, 2024
Homeଓଡିଶାବିପୁଳ ପରିମାଣର ଗଞ୍ଜେଇ ଜବତ; ତିନି ଗିରଫ

ବିପୁଳ ପରିମାଣର ଗଞ୍ଜେଇ ଜବତ; ତିନି ଗିରଫ

ଭୁବନେଶ୍ୱର : ବିପୁଳ ପରିମାଣର ଗଞ୍ଜେଇ ଜବତ । ମା-ପୁଅଙ୍କ ସମେତ ତିନି କୋର୍ଟ ଚାଲାଣ। ନାଉଗାଁ ଥାନା ଗଙ୍ଗଦା ବଜାର ନିକଟରେ ଚୋରା ଗଞ୍ଜେଇ ନେଇ ଯାଉଥିବା ବାଲିକୁଦା ଥାନା ଇଶ୍ଵରପୁର ଗ୍ରାମର ମନୋଜ ଲେଙ୍କାଙ୍କୁ ପୋଲିସ ଗିରଫ କରିଛି । ଗଞ୍ଜେଇ ସହ ତାଙ୍କ ସ୍କୁଟିକୁ ଜବତ କରି ପୋଲିସ ତଦନ୍ତ ଜାରି ରଖିଥିଲା ।

ପରେ ପରେ ଏହି ଚୋରା ଗଞ୍ଜେଇ କାରବାରରେ ମନୋଜଙ୍କୁ ତାଙ୍କ ମା ଓ ସାଙ୍ଗ ସାହାଯ କରୁଥିବା ଜାଣିବା ପରେ ପୋଲିସ ସେମାନଙ୍କୁ ଗିରଫ କରିଛି । ଦୁଇ ଜଣଙ୍କୁ ଥାନାକୁ ମଧ୍ୟ ଅଣାଯାଇଥିଲା।ଆଜି ତିନିଜଣଙ୍କୁ ଡାକ୍ତରୀ ପରୀକ୍ଷା କରିବା ପରେ ଜବତ କରାଯାଇଥିବା ଗଞ୍ଜେଇର ପରିମାଣ ୧୦ କେଜି ୫୦୦ ଗ୍ରାମ ବୋଲି ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking