28.1 C
Bhubaneswar
Saturday, April 27, 2024
Homeଓଡିଶାନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜଳହସ୍ତୀ ଶାବକର ମୃତ୍ୟୁ

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜଳହସ୍ତୀ ଶାବକର ମୃତ୍ୟୁ

ବାରଙ୍ଗ: ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଆଜି ଏକ ଜଳହସ୍ତୀ ଶାବକର ମୃତ୍ୟୁ ଘଟିଛି । ଗତ ୨୭ ସେପ୍ଟେମ୍ବରରେ ଶାବକଟି ଜନ୍ମ ନେଇଥିଲା । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଶବ ବ୍ୟବଛେଦ ପରେ ପ୍ରକୃତ କାରଣ ଜଣାପଡିବ ବୋଲି କର୍ତ୍ତୃପକ୍ଷଙ୍କ ଦ୍ୱାରା ସୂଚନା ମିଳିଛି । ଜଳହସ୍ତୀ ଶାବକର ମୃତ୍ୟୁ ପରେ ବର୍ତ୍ତମାନ ଜଳହସ୍ତୀଙ୍କ ସଂଖ୍ୟା ୧୧କୁ ଖସିଆସିଛି । ଏଥିମଧ୍ୟରେ ୫ଟି ଅଣ୍ଡିରା, ୬ଟି ମାଇ ଜଳହସ୍ତୀ ଅଛନ୍ତି ।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking