ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଶୁଆକାଠି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ଓ ବାଇକ ମଧ୍ଯରେ ଧକ୍କା ହୋଇ ୨ ଜଣଙ୍କ ମୃତ୍ଯୁ ଘଟିଛି। ମୃତକ ୨ ଜଣ ଶୁଆକାଠି ଅଞ୍ଚଳର ରୀନା ମହାକୁଡ଼ ଓ କଟକ ଜିଲ୍ଲା ବଡମ୍ବା ଥାନା ସୁନପାଳ ଅଞ୍ଚଳର ସର୍ବେଶ୍ୱର ବେହେରା ବୋଲି ଜଣାପଡିଛି । କେନ୍ଦୁଝରରୁ ଶୁଆକାଠି ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି … Continue reading ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ