27.1 C
Bhubaneswar
Tuesday, May 7, 2024
Homeଓଡିଶାବନ୍ୟପ୍ରାଣୀ ରକ୍ଷା ପାଇଁ ଜାରି ହେଲା ହେଲପ ଲାଇନ ନମ୍ବର

ବନ୍ୟପ୍ରାଣୀ ରକ୍ଷା ପାଇଁ ଜାରି ହେଲା ହେଲପ ଲାଇନ ନମ୍ବର

ଭୁବନେଶ୍ୱର: ବନ୍ୟପ୍ରାଣୀ ଅପରାଧ ରୋକିବାକୁ ନୂଆ ହେଲପ ଲାଇନ ନମ୍ବର ଜାରି ହୋଇଛି । ନୂଆ ହେଲପ ଲାଇନ ନମ୍ବର ହେଲା ୯୪୩୯୨୬୩୬୪୬ । ଏହି ନମ୍ବର ଆଜି ଜାରି କରିଛି କ୍ରାଇମବ୍ରାଂଚ ଏସଟିଏଫ । ଏହାସହିତ ଯଦି କୌଣସି ବ୍ୟକ୍ତି ବନ୍ୟପ୍ରାଣୀ ଅପରାଧ ସଂପର୍କରେ ସୂଚନା ଦିଅନ୍ତି, ବନ ବିଭାଗ ତାଙ୍କୁ ପୁରସ୍କାର ମଧ୍ୟ ଦେବ । ଗତ ବର୍ଷକ ଭିତରେ ବନ୍ୟପ୍ରାଣୀ ଅପରାଧର ତଥ୍ୟ ରଖିଛି କ୍ରାଇମବ୍ରାଂଚ ଏସଟିଏଫ । ଗତବର୍ଷ ବନ୍ୟପ୍ରାଣୀ ଅପରାଧରେ ୧୩ଟି ମାମଲା ରୁଜୁ ହୋଇଥିବା ବେଳେ ୨୪ ଜଣ ଗିରଫ ହୋଇଛନ୍ତି । ୧୨ଟି କଲରାପତରିଆ ବାଘ ଚମଡା, ୬ଟି ହାତୀଦାନ୍ତ ଜବତ ହୋଇଛି । ୨ଟି ହରିଣ ଚମଡା, ୫ କେଜି ବଜ୍ରକାପ୍ତା କାତି ମଧ୍ୟ ଜବତ ହୋଇଛି । ଏନେଇ ସୂଚନା ପ୍ରଦାନ କରିଛନ୍ତି କ୍ରାଇମବ୍ରାଂଚ ଏସଟିଏଫ ଡିଆଇଜି ଜୟନାରାୟଣ ପଙ୍କଜ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking