42.1 C
Bhubaneswar
Saturday, April 27, 2024
Homeଖେଳହାଇଦ୍ରାବାଦରେ ହସରଙ୍ଗାଙ୍କ ଯୋଗଦାନ ବିଳମ୍ବିତ

ହାଇଦ୍ରାବାଦରେ ହସରଙ୍ଗାଙ୍କ ଯୋଗଦାନ ବିଳମ୍ବିତ

ହାଇଦ୍ରାବାଦ: ଶ୍ରୀଲଙ୍କାର ଷ୍ଟାର୍ ଲେଗ୍ ସ୍ପିନର୍ ୱାନିନ୍ଦୁ ହସରଙ୍ଗା ବର୍ତ୍ତମାନ ସୁଦ୍ଧା ସନ୍‌ରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ଟିମ୍‌ରେ ଯୋଗ ଦେଇନାହାନ୍ତି । ସେ ଅତି କମ୍‌ରେ ଆଉ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଉପଲବ୍ଧ ହେବାର ସମ୍ଭାବନା ନାହିଁ । ତାଙ୍କ ବାମ ଆଙ୍କଲ୍‌ର ପୁରୁଣା ଯନ୍ତ୍ରଣା ପୁଣିଥରେ ଦେଖାଦେଇଛି । ଏହାକୁ ନେଇ ସେ ବିଦେଶରେ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି । ରିପୋର୍ଟ ଅନୁସାରେ ଶ୍ରୀଲଙ୍କା କ୍ରିକେଟ୍ (ଏସ୍‌ଏଲ୍‌ସି) ମେଡିକାଲ୍ ଷ୍ଟାଫ୍ ତାଙ୍କ ଆଘାତର ଯାଞ୍ଚ୍ କରିଛି । ହସରଙ୍ଗା ୧.୫୦ କୋଟି ଟଙ୍କାରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଟିମ୍‌ରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking