32.1 C
Bhubaneswar
Saturday, May 4, 2024
Homeଓଡିଶାଟାଟା ବିରୋଧରେ ପୁଣି ଗର୍ଜିଲେ ଆବଦିବାସୀ

ଟାଟା ବିରୋଧରେ ପୁଣି ଗର୍ଜିଲେ ଆବଦିବାସୀ

ଯାଜପୁର : ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପଳାଚଳ ଥିବା ଟାଟା ଷ୍ଟିଲ କାରଖାନା ରେ କାରଖାନା ପାଇଁ ବିସ୍ଥାପିତ ମାନଂକୁ ସରକାରଙ୍କ ନିୟମ ଅନୁଯାଇ ବଞ୍ଚିତ କରା ଯାଉଛି ନିଯୁକ୍ତି ସୁବିଧା ଠାରୁ ବିସ୍ଥାପିତ କଲୋନୀ ରେ ମୌଳିକ ସୁବିଧା ଯୋଗାଇ ଦେବା ରେ ଅବହେଳା ପ୍ରଦର୍ଶନ କରା ଯାଉଛି ବିସ୍ଥାପିତ ମାନଙ୍କ କୋହ ପ୍ରକାଶ ପାଉଛି ତେଣୁ  ଟାଟା ବିରୋଧରେ ପୁଣି ଆଦିବାସୀ ମେଳି । ଆଦିବାସୀଙ୍କୁ ଶୋଷଣ ନୀତିରେ ଟାଟା ଚଲାଇଛି ଷଡ଼ଯନ୍ତ୍ର । ଏହାର ପ୍ରତିବାଦରେ ଟାଟା ବିରୋଧରେ ପୁଣି ବୀର ଭୂମୀରେ ଆଦିବାସୀ ମେଳି ହୋଇଥିବା ଦେଖିବାକୁ ମିଳିଛି । ୨୦୦୬ ରେ କଳିଙ୍ଗନଗରରେ ଟାଟା ସ୍ଥାପନ ହୋଇଥିଲା ।

ଏଥିପାଇଁ ଗୋବରଘଟି ଓ କଳିଙ୍ଗନଗର ଆଦିବାସୀମାନେ ବିସ୍ଥାପିତ ହୋଇଥିଲେ । ଯାହାକୁ ବିରୋଧ କରି ୨୦୦୬ ଜାନୁଆରୀ ୨ ରେ ପୋଲିସ ଗୁଳିରେ ଟଳି ପଡିଥିଲେ ୧୪ ଜଣ ଆଦିବାସୀ ମାତ୍ର ଏହାର ୧୪ ବର୍ଷ ବିତି ଯାଇଥିଲେ ବି ବିସ୍ଥାପିତ ଆଦିବାସୀ ମାନଙ୍କ ଦୁଃଖ ସରୁନି । ଆଜିବି ବିସ୍ଥାପିତ ଆଦିବାସୀଙ୍କ ଆଖିରୁ ଝରୁଛି ଲୁହ । ତେବେ ଦୀର୍ଘ ୧୪ ବର୍ଷ ପରେ ପୁଣି ଟାଟା ବିରୋଧରେ ଉଠିଛି ସ୍ୱର । ଆଦିବାସୀ ମାରଣା ନୀତି ଚଳିବ ନାହିଁ ର ନାରା ଦେଇ ଟାଟା ବିରୋଧରେ ଗର୍ଜିଛନ୍ତି ଆଦିବାସୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking