29.1 C
Bhubaneswar
Saturday, April 27, 2024
Homeଓଡିଶାକୁହୁଡି ପାଇଁ ବିମାନଯାତ୍ରୀ ହନ୍ତସନ୍ତ

କୁହୁଡି ପାଇଁ ବିମାନଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର: କୁହୁଡି ପାଇଁ ବିମାନଯାତ୍ରୀ ମାନେ କେବଳ ହନ୍ତସନ୍ତ ହୁଅନ୍ତି ତାହା ନୁହେଁ ବରଂ କୁହୁଡି ପାଇଁ ମଧ୍ୟ ବେଳେ ରେଳଯାତ୍ରୀଙ୍କୁ ହଇରାଣ ହେବାକୁ ପଡିଥାଏ । ଘନ କୁହୁଡି କାରଣରୁ ରେଳ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥାଏ । ତେବେ ଆଜି ବିମାନଯାତ୍ରୀଙ୍କୁ ବହୁ ହନ୍ତସନ୍ତ ହେବାକୁ ପଡିଛି । କୁହୁଡି ପାଇଁ ଭୁବନେଶ୍ୱର ଏୟାରପୋର୍ଟରେ ଓହ୍ଲାଇ ପାରଲାନି ଏୟାର ଇଣ୍ଡିଆ ବିମାନ । ତେବେ ଭୁବନେଶ୍ୱରରେ ବିମାନ ବନ୍ଦରରେ ଓହ୍ଲାଇ ନପାରି କୋଲକାତା ଚାଲିଗଲା ଏୟାର ଇଣ୍ଡିଆ ବିମାନ । ତେବେ ଏୟାର ଇଣ୍ଡିଆ ବିମାନଟି କୋଲକାତାରୁ ଆସି ଭୁବନେଶ୍ୱର ଆକାଶରେ କିଛି ସମୟ ଚକ୍କର କାଟିବା ପରେ ଫେରିଯାଇଥିଲା କୋଲକାତା ବିମାନ ବନ୍ଦରକୁ । ଭୁବନେଶ୍ୱର ଆସୁଥିବା ଏବଂ ଭୁବନେଶ୍ୱରରୁ ଯିବାକୁ ଥିବା ଯାତ୍ରୀ ହନ୍ତସନ୍ତ ହୋଇଥିବା ସୂଚନା ମିଳିଛି ।
https://onakhabar.com/2019/12/16/konark-sun-temple/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking