28.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶକାବୁଲ ଏୟାରପୋର୍ଟ ଗେଟରେ ବିସ୍ଫୋରଣ

କାବୁଲ ଏୟାରପୋର୍ଟ ଗେଟରେ ବିସ୍ଫୋରଣ

କାବୁଲ: କାବୁଲ ଏୟାରପୋର୍ଟ ବାହାରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ବିସ୍ଫୋରଣ ହେବା ମାତ୍ରେ ଲୋକେ ଦୌଡିଥିବା ବେଳେ ଅନେକ ଆହତ ହୋଇଥିବା ଆଶଙ୍କା କରାଯାଉଛି । ପରିସ୍ଥିତି ବର୍ତମାନ ସେଠାରେ ସଙ୍ଗୀନ ହେବାରେ ଲାଗିଛି । ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ଭାରତ, ଆମେରିକା ସମେତ ଅନେକ ଦେଶ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଲୋକଙ୍କୁ ଆପଗାନିସ୍ତାନରୁ ଉଦ୍ଧାର କରିବା କାର୍ଯ୍ୟ ଲଗାତର ଭାବେ ଜାରି ରହିଛି । ଏହାରି ମଧ୍ୟରେ କାବୁଲ ଏୟାରପୋର୍ଟ ଗେଟରେ ବିସ୍ଫୋରଣ ନେଇ ଖବର ରହିଛି । ଏହି ଖବର ପେଣ୍ଟାଗନ ପକ୍ଷରୁ ମିଳିଛି । ଏହାପୂର୍ବରୁ ଇଟାଲୀର ଏକ ଯୁଦ୍ଧ ବିମାନ କାବୁଲ ଏୟାରପୋର୍ଟରୁ ଉଡିବା ପରେ ତା ଉପରକୁ ଫାୟାରିଂ କରାଯାଇଥିଲା । ତେବେ ଏହି ଘଟଣାରେ ବିମାନର କିଛି କ୍ଷତି ହୋଇନଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking