31.1 C
Bhubaneswar
Tuesday, May 7, 2024
Homeଓଡିଶାମହୁମାଛି ଆକ୍ରମଣରେ ବାପ-ଝିଅ ମୃତ

ମହୁମାଛି ଆକ୍ରମଣରେ ବାପ-ଝିଅ ମୃତ

ରାଉରକେଲା : ମହୁମାଛି ଆକ୍ରମଣରେ ବାପ, ଝିଅଙ୍କ ଜୀବନ ଚାଲିଯାଇଛି । ରାଉରକେଲା ସରକାରୀ ହସ୍ପିଟାଲ୍‌ରେ ଚିକିତ୍ସାôଦନ ଅବସ୍ଥାରେ ବାପ, ଝିଅଙ୍କ ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି । ମୃତ ବାପ, ଝିଅ କାଂଶବାହାଲ ନିକଟ ପାନପୋଷ ଗଉତିଆପଡ଼ାର ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ରବିାର ଉଭ୍ର ବାପ, ଝିଅଙ୍କୁ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଆର୍‌ଜିଲଚ୍ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଆଜି ସକାଳେ ଉଭୟ ବାପ-ଝିଅଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରୁଛି । ଏ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking