36.1 C
Bhubaneswar
Thursday, May 2, 2024
Homeଓଡିଶାଟ୍ରକ ଧକ୍କାରେ ବାପ ପୁଅ ମୃତ

ଟ୍ରକ ଧକ୍କାରେ ବାପ ପୁଅ ମୃତ

ତାଳଚେର: ଟ୍ରକ ଧକ୍କାରେ ବାପା ପୁଅ ମୃତ,ଭଣଜା ଗୁରୁତର ଆହାତ ହୋଇଥିବା ସୁଚନା ମିଳିଛି । ବାଙ୍କଧର ଛକ ନିକଟରେ ବାଇକକୁ ଧକ୍କାଦେଲା ଟ୍ରକ୍ । ମୃତାହତ ସୁନାଖଣି ଅଞ୍ଚଳର ବୋଲି ଜଣାପଡିଛି । ଗୁରୁତର ଭଣଜା ମେଡିକାଲରେ ଭର୍ତ୍ତି ।

ସୁଦାନରେ ଗଲାଣି ୪୦୦ରୁ ଅଧିକ ଜୀବନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking