ସୁଦାନରେ ଗଲାଣି ୪୦୦ରୁ ଅଧିକ ଜୀବନ

ନୂଆଦିଲ୍ଲୀ: ଅଶାନ୍ତ ରହିଛି ସୁଦାନ । ସାମରିକ ଓ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ ଯୋଗୁଁ ସ୍ଥିତି ଦିନକୁ ଦିନ ସାଂଘାତିକ ହେଉଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସୂଚନା ଅନୁସାରେ ଏହି ସଂଘର୍ଷରେ ଏଯାବତ୍ ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି । ୩୫୦୦ରୁ ଅଧିକ ଆହତ ହୋଇଛନ୍ତି । ସୁଦାନରେ ବହୁସଂଖ୍ୟକ ଭାରତୀୟ ନାଗରିକ ମଧ୍ୟ ଫସି ରହିଛନ୍ତି । ୩୦୦୦ ହଜାରରୁ ଅଧିକ ଭାରତୀୟ ସେଠାରେ ଫସି ରହିଥିବାର ସୂଚନା ମିଳିଛି … Continue reading ସୁଦାନରେ ଗଲାଣି ୪୦୦ରୁ ଅଧିକ ଜୀବନ