29.1 C
Bhubaneswar
Monday, May 6, 2024
Homeଓଡିଶାସ୍କୁଲ ପରେ ଏଣିକି କଲେଜରେ ହେବ ଏକ୍ସଟ୍ରା କ୍ଲାସ

ସ୍କୁଲ ପରେ ଏଣିକି କଲେଜରେ ହେବ ଏକ୍ସଟ୍ରା କ୍ଲାସ

ଭୁବନେଶ୍ବର : ସ୍କୁଲ ପରେ ଏଣିକି କଲେଜରେ ହେବ ଏକ୍ସଟ୍ରା କ୍ଲାସ। କଲେଜରେ ଉପସ୍ଥାନ କମ୍ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ଏକ୍ସଟ୍ରା କ୍ଲାସ କରାଯିବ। କଲେଜରେ ପ୍ରାକ୍ଟିକାଲ କ୍ଲାସକୁ ଅଧିକ ଗୁରୁତ୍ବ ଦିଆଯିବ। ରବିବାର ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ଉଚ୍ଚଶିକ୍ଷା ବିଭାଗର ଏକ୍ସଟ୍ରା କ୍ଲାସ ଘୋଷଣା ପୂର୍ବରୁ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ମଧ୍ୟ ସ୍କୁଲରେ ପାଠପଢାରେ ଦୁର୍ବଳ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଖରାଦିନ ଛୁଟିରେ ଏକ୍ସଟ୍ରା କ୍ଲାସ କରିବା ପାଇଁ ଘୋଷଣା କରିସାରିଛନ୍ତି।
https://onakhabar.com/2020/01/12/dharmendra-question-to-naveen/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking