40.1 C
Bhubaneswar
Thursday, April 25, 2024
Homeଅପରାଧନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ବ୍ରହ୍ମପୁର : ଦିନକୁ ଦିନ ଦୁଷ୍କର୍ମ ,ଦୁର୍ବବ୍ୟବହାର ଭଳି ଘଟଣା ବଢିବାରେ ଲାଗିଛି । ଝିଅଟି କେଉଁଠି ବି ସୁରକ୍ଷିତ ନୁହେଁ । ଘରେ ନୁହେଁ କି ବାହାରେ ମଧ୍ୟ ନୁହେଁ । କେବେ ଶିକ୍ଷକ ଦୁଷ୍କର୍ମ କରୁଛି ତ କେବେ ଘର ଲୋକଙ୍କ ଦ୍ୱାରା ଦୁଷ୍କର୍ମ ତ କେବେ ବାହାର ଲୋକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେଉଛି ଝିଅଟି । ତେବେ ଏଭଳି ଏକ ଲଜ୍ଜା ଜନକ ଘଟଣା ଗଞ୍ଜାମ ଜିଲ୍ଲା ମେରାଇନ ଥାନା ଅଞ୍ଚଳରେ ଘଟିଛି । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ମେରାଇନ ଥାନାରେ ପରିବାରଲୋକେ ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ନାବାଳିାକା ଜଣଙ୍କ ୧୦ ତାରିଖରୁ ନିଖୋଜ ଥିଲେ। ଶନିବାର ମୁମୂର୍ଷୁ ଅବସ୍ଥାରେ ସ୍ଥାନୀୟଲୋକେ ମେରାଇନ ଅଞ୍ଚଳରୁ ଉଦ୍ଧାର କରିଥିଲେ। ପରେ ନାବାଳିକା ଜଣଙ୍କୁ ସ୍ଥାନୀୟଲୋକେ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି।
https://onakhabar.com/2020/01/11/rape-case-one-arrested-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking