34.1 C
Bhubaneswar
Saturday, April 27, 2024
Homeଓଡିଶାସଚିବ ସ୍ତରରେ ଅଦଳବଦଳ

ସଚିବ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଅର୍ଥ ସଚିବ ଅଶୋକ ମୀନା ହେଲେ ପଂଚାୟତିରାଜ ସଚିବ । ପର୍ଯ୍ୟଟନ ସଚିବ ବିଶାଲ ଦେବ ହେଲେ ଅର୍ଥ ସଚିବ । ସେହିଭଳି ପଂଚାୟତିରାଜ ସଚିବ ଡି.କେ ସିଂହ ହୋଇଛନ୍ତି ଖଣି ଓ ଇସ୍ପାତ ସଚିବ । ଖଣି ସଚିବ ସୁରେନ୍ଦ୍ର କୁମାର ହୋଇଛନ୍ତି ସାଧାରଣ ପ୍ରଶାସନ ସଚିବ । ସୁରେନ୍ଦ୍ର କୁମାରଙ୍କୁ ପର୍ଯ୍ୟଟନ ବିଭାଗ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର୍‌. ଈିନିଲକ୍ରିଷ୍ଣାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । କ୍ରୀଡା ଓ ଯୁବସେବା ବିଭାଗ ଅତିରିକ୍ତ ଦାୟିତ୍ୱ ପାଇଛନ୍ତି ଭିନିଲକ୍ରିଷ୍ଣା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking