38.1 C
Bhubaneswar
Friday, April 26, 2024
Homeଓଡିଶାଜହ୍ନି ତୋଳିବାକୁ ଯିବା କାଳ ହେଲା: ମହିଳାଙ୍କୁ ଦଳିଦେଲା ଦନ୍ତା

ଜହ୍ନି ତୋଳିବାକୁ ଯିବା କାଳ ହେଲା: ମହିଳାଙ୍କୁ ଦଳିଦେଲା ଦନ୍ତା

ଆଠଗଡ଼ : ଜହ୍ନି ତୋଳିଯିବା କାଳ ହେଲା ମହିଳାଙ୍କୁ। ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଅଚଳକୋଟ ଗ୍ରାମର ନିଆଶା ରାଉତ ବିଲରୁ ଜହ୍ନି ତୋଳିବାକୁ ଯାଉଥିବା ବେଳେ ବାଟରେ ତାଙ୍କୁ ଦନ୍ତା ଦଳିଦେଇଛି। ଏହାଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କ ପ୍ରାଣହାନି ଘଟିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଆଠଗଡ ରେଞ୍ଜ ତିଗିରିଆ ଥାନା ଅଚଳକୋଟ ଗ୍ରାମରେ। ମୃତକ ହେଲେ ସେହି ଗାଁର ନିଆଶା ରାଉତ। ଘଟଣାସ୍ଥଳରେ ବନବିଭାଗର ଅଧିକାରୀ ନ ପହଞ୍ଚିବାରୁ ଗାଁରେ ଊତ୍ତେଜନା ଦେଖା ଦେଇଛି।

ଚିକିତ୍ସାରେ ଅବହେଳା, ଆଖିବୁଜିଲା ମାସକର ଶିଶୁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking