ଚିକିତ୍ସାରେ ଅବହେଳା, ଆଖିବୁଜିଲା ମାସକର ଶିଶୁ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁବାର ପୁଣି ଚିକିତ୍ସା ଅବହେଳାରୁ ଜଣେ ଶିଶୁର ମୃତ୍ୟୁ ହୋଇଛି । ଦୁଇଦିନ ପୂର୍ବେ ଏଭଳି ଘଟଣା ସାମ୍ନାକୁ ଆସିଥିଲା । ମୃତ ଶିଶୁଟି ସଦର ଥାନା ଅନ୍ତର୍ଗତ ସିମିନଇ ଗ୍ରାମର ଦିଲ୍ଲୀପ ସିଂଙ୍କ ଏକ ମାସର ଶିଶୁପୁତ୍ର ବୋଲି ଜଣାପଡିଛି । ଏ ସମ୍ପର୍କରେ ଢେଙ୍କାନାଳ ଟାଉନ ଥାନାରେ ପରିବାର ପକ୍ଷରୁ ଏକ ଏତଲା ଦିଆଯାଇଛି । ବୁଧବାର ସନ୍ଧ୍ୟାରେ ଶିଶୁକୁ ଚିକିତ୍ସା ପାଇଁ ପରିବାର ଲୋକେ ଜିଲ୍ଲା … Continue reading ଚିକିତ୍ସାରେ ଅବହେଳା, ଆଖିବୁଜିଲା ମାସକର ଶିଶୁ