32.1 C
Bhubaneswar
Saturday, May 4, 2024
Homeଓଡିଶାବିଦ୍ୟୁତ ଦର ୟୁନିଟ ପିଛା ୩୦ ପଇସା ବଢିଲା,ଏପ୍ରିଲ ୪ରୁ ଲାଗୁ

ବିଦ୍ୟୁତ ଦର ୟୁନିଟ ପିଛା ୩୦ ପଇସା ବଢିଲା,ଏପ୍ରିଲ ୪ରୁ ଲାଗୁ

ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧିକୁ ଓଇଆରସିଙ୍କ ମଞ୍ଜୁରୀ ମିଳିଛି । କିଲୋୱାଟ ପିଛା ସର୍ବନିମ୍ମ ୩୦ ପଇସା ବୃଦ୍ଧୀକୁ ମଞ୍ଜୁରୀ ମିଳିଛି । ବର୍ଦ୍ଧିତ ଶୁଳ୍କ ଏପ୍ରିଲ ୪ ରୁୂ ଲାଗୁ କରାଯବି ନେଇ ସୂଚନା ମିଳିଛି । ବିପିଏଲ , ଜଳସେଚନ ଉପଭୋକ୍ତାଙ୍କ ଦର ଅପରିବତ୍ତିତ ରହିଛି । ମିଟର ରେଣ୍ଟ ମାସିକ ସର୍ବନିମ୍ମ ଚାର୍ଯ୍ୟ ମଧ୍ୟ ଅପରିବର୍ତ୍ତିତ ରହିଛି ।

୨୦୨୧ -୨୨ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ଦର ଘୋଷଣା କରାଯାଇଛି । ଏହି ବିଦ୍ୟୁତ ଦର ଘରୋଇ ୟୁନିଟ ପିଛା ୩୦ ପଇସା ବଢିଛି । ହାରାହାରି ଖୁଚୁରା ଦର ୫.୬୦ ପ୍ରତିଶତ ବୃଦ୍ଧି ହୋଇଛି । ଏବେ ପ୍ରଥମ ୫୦ ୟୁନିଟକୁ ଦର ୟୁନିଟ ପିଛା ୨.୭୦ରୁ ୩ ଟଙ୍କା, ୫୧ ରୁ ୨୦୦ ୟୁନିଟକୁ ୪.୫୦ରୁ ୪.୮୦, ୨୦୧ରୁ ୪୦୦ ୟୁନିଟକୁ ୫.୫୦ରୁ ୫.୮୦ , ୪୦୦ ୟୁନିଟରୁ ଅଧିକ ହେଲେ ୟୁନିଟ ପିଛା ଦର ୫.୯୦ରୁ ୬ଟଙ୍କା ୨୦ ପଇସା ବୃଦ୍ଧି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking