36.1 C
Bhubaneswar
Saturday, May 18, 2024
Homeଓଡିଶାଇଞ୍ଜିନିୟରିଂ କଲେଜରୁ ୨୧ କୋରନା ପଜେଟିଭ ଚିହ୍ନଟ

ଇଞ୍ଜିନିୟରିଂ କଲେଜରୁ ୨୧ କୋରନା ପଜେଟିଭ ଚିହ୍ନଟ

ଝାରସୁଗଡା : ଝାରସୁଗଡାର ଏକ ଇଞ୍ଜିନିୟରିଂ କଲେଜରୁ ୨୧ ପଜେଟିଭ ଚିହ୍ନଟ ହୋଇଛନ୍ତି । ୨୧ କୋରନା ଆକ୍ରାନ୍ତଙ୍କ ମଧ୍ୟରେ ୮ ଜଣ ଛାତ୍ର ୧୩ ଶିକ୍ଷକ ଓ କର୍ମଚାରୀ ଥବା ଜଣା ପଡିଛି । ଜଣେ ଆକ୍ରାନ୍ତ ଚିହ୍ନଟ ପରେ ୧୦୦ ଜଣଙ୍କର ସ୍ୟାମ୍ପଲ ନିଆଯାଇଥିଲା । ୧୦୦ ଟି ସ୍ୟାମ୍ପଲ ଟେଷ୍ଟ ପରେ ୨୧ ପଜେଟିଭ ଆସିଥିବା ଜଣା ପଡିଛି । ପଜେଟିଭ ଚିହ୍ନଟଙ୍କୁ ଆଇସୋଲେସନରେ ରଖାଯାଇଛି ।

ଏହା ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କରାଣ ପାଲଟିଛି । ଏହାନେଇ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ତଦାରଖ କରୁଛନ୍ତି । ଜଣେ ଶିକ୍ଷକ ଅନ୍ୟ ସ୍ଥାନରୁ ଆସିବା ପରେ ତାଙ୍କୁ ପ୍ରଥମେ କୋରନା ହୋଇଥିବା ଜଣାପଡିଛି । ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରିବା ପରେ ୧୦୦ ଜଣଙ୍କ ସ୍ୟାମ୍ପଲ ନିଆଯାଇଥିଲା ସେଥିରୁ ୨୧ ଜଣ ଆକ୍ରାନ୍ତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking