39.1 C
Bhubaneswar
Friday, April 26, 2024
Homeଓଡିଶାପଂଚାୟତ ନିର୍ବାଚନରେ ଅଯଥା ଭିଡ ରୋକିବାକୁ ଡିଜିପି ଓ ଆଇଜିମାନଙ୍କୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ

ପଂଚାୟତ ନିର୍ବାଚନରେ ଅଯଥା ଭିଡ ରୋକିବାକୁ ଡିଜିପି ଓ ଆଇଜିମାନଙ୍କୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି । ତେବେ ପ୍ରାର୍ଥିପତ୍ର ଦାଖଲ ବେଳେ ଭିଡ ହେଉଥିବା ପରିଲକ୍ଷିତ ହୋଇଛି । ପଂଚାୟତ ନିର୍ବାଚନ ବେଳେ ଅଯଥା ଭିଡ ରୋକିବା ସହ କୋଭିଡ କଟକଣା କଡାକଡି ଭାବେ ଯେପରି ପାଳନ ହେବ, ତାହା ନିଶ୍ଚିତ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନର ଡିଜିପି ଓ ଆଇଜିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କୁ କୋଭିଡ୍ ପର୍ଯ୍ୟବେକ୍ଷକ ନିଯୁକ୍ତ କରିବା ପାଇଁ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ନାମାଙ୍କନ ଓ ପ୍ରଚାର ବେଳେ ବେଳେ ପ୍ରାର୍ଥୀମାନେ ଅ ଯଥା ଗହଳି ବା ସଭା କଲେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking