28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଡ୍ରଗ୍ସ ଲିଙ୍କ ଘଟଣା ; ଦିପୀକା, ସାରା, ଶ୍ରଦ୍ଧାଙ୍କ ଫୋନ ଜବତ କଲା ଏନସିବି

ଡ୍ରଗ୍ସ ଲିଙ୍କ ଘଟଣା ; ଦିପୀକା, ସାରା, ଶ୍ରଦ୍ଧାଙ୍କ ଫୋନ ଜବତ କଲା ଏନସିବି

ମୁମ୍ବଇ : ଡ୍ରଗ୍ସ ଲିଙ୍କ ଘଟଣାରେ ଅଭିନେତ୍ରୀ ଦିପୀକା ପାଦୁକନ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର , ରାକୁଲପ୍ରୀତ ସିଂହଙ୍କ ନାମ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସଭିଁଙ୍କୁ ସମନ ପଠାଇ, ଜେରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି। ଗତକାଲି ସାରା, ଶ୍ରଦ୍ଧା, ଦିପୀକାଙ୍କୁ ଏନସିବି ଅଧିକାରୀ ପଚରାଉଚରା କରିଥିଲେ। ଏହାସହ ଦିପୀକା ପାଦୁକନ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର , ରାକୁଲପ୍ରୀତ ସିଂହ, ସିମୋନ ଖମ୍ବାଟା , କରିଶ୍କା ପ୍ରକାଶ, ଜୟା ଶାହଙ୍କ ଫୋନ ଏନସିବି ଜବତ କରିଛି ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking