29.1 C
Bhubaneswar
Tuesday, May 7, 2024
Homeଓଡିଶାଭିଜିଲାନ୍ସ ହାତରେ ଥାନା ଅଧିକାରୀ

ଭିଜିଲାନ୍ସ ହାତରେ ଥାନା ଅଧିକାରୀ

ଢେଙ୍କାନାଳ : ଯୈାତୁକ ନିର୍ଯ୍ୟାତନା କେସ୍‌ର ରଫା ଦଫା କରିଦେବା ପାଇଁ ନିହଲ ପ୍ରସାଦ ଭାରାପ୍ରାପ୍ତ ଥାନା ଅଧିକାରୀ ଲାଞ୍ଚ ନେଉଥିବା ବେଳେ କଟକ ଓ ଢେଙ୍କାନାଳ ଭିଜିଲାନ୍ସ ଦଳର ମିଳତ ଉଦ୍ୟମରେ ଧରାପଡିଛନ୍ତି ।

ମିଳିଥିବା ସୁଚନା ଅନୁଯାୟୀ, ଢେଙ୍କାନାଳ ସଦର ଥାନ ଅନ୍ତର୍ଗତ ନିହଲପ୍ରସାଦ ଥାନା ଅଧିକାରୀ ଚିତରଞ୍ଜନ ବେହେରା ନିହଲ ପ୍ରସାଦ ଗ୍ରାମର ଜନୈକ ମହିଳା ସ୍ୱାମୀ ଅଇଁଠା ସେଠୀ ଓ ଶ୍ୱଶୁର ଘରର ବାକି ଲୋକଙ୍କ ନାମରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ କରିଥିଲେ । ମାତ୍ର ସେହି କେସ୍‌ରେ ଦଫା ୩୦୭ କୁ ହଟାଇଦେବା ପାଇଁ ନିହଲ ପ୍ରସାଦ ଥାନା ଅଧିକାରୀ ଅଇଁଠା ସେଠୀଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । କୌଣସି ସୁତ୍ରରୁ ଖବରପାଇ ଭିଜିଲାନ୍ସ ଅଧିକାରୀ ଚଢାଉ କରିଥିଲେ । ଏକକାଳୀନ ଚିତରଞ୍ଜନଙ୍କ ଶ୍ୱଶୁର ଘର, ଭଡାଘର କଟକସ୍ଥିତ ମହାନଦୀ ବିହାର ଓ ନିଜସ୍ୱ ଗ୍ରାମ ବାଙ୍କୀ ଅଂଚଳରେ ଚଢାଉ ଜାରି ରହିଛି। ଏହି ଘଟଣାରେ ଚିତରଞ୍ଜନଙ୍କ ବ୍ୟକ୍ତିଗତ ଡ୍ରାଇଭର ଓ ଜଣେ ମଣ୍ଡି ବ୍ୟବସାୟୀଙ୍କୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking