29.1 C
Bhubaneswar
Monday, May 6, 2024
Homeଓଡିଶାବିଦ୍ୟୁତ ଶୁଳ୍କ ବୃଦ୍ଧିରେ ଜିଲ୍ଲା କଂଗ୍ରେସର ପ୍ରତିବାଦ

ବିଦ୍ୟୁତ ଶୁଳ୍କ ବୃଦ୍ଧିରେ ଜିଲ୍ଲା କଂଗ୍ରେସର ପ୍ରତିବାଦ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରତିବାଦ ଜିଲ୍ଲା କଂଗ୍ରେସ ତରଫରୁ ସ୍ଥାନୀୟ ବାଜିଚୌକସ୍ଥିତ କାର୍ଯ୍ୟାଳୟ ସମୁଖରେ ଧାରଣାରେ ବସିଥିଲେ । କୋଭିଡ୍ ମହାମାରି ସମୟରେ ବିଦ୍ୟୁତ୍ ବିଭାଗର ଏପରି ଦରବୃଦ୍ଧି ଗ୍ରାହକମାନଙ୍କ ଉପରେ ଜୁଲମ । ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଏସ୍‌ଡିପିଓଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଉକ୍ତ ପ୍ରତିବାଦ ସଭାରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସରୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ସୁରେଶ ଚନ୍ଦ୍ର ପାଣିଗ୍ରାହି, ପ୍ରେମଶଙ୍କର ମିଶ୍ର, ସୁନୀଲ ଦାଶ, ଗୋପାଳ ଚନ୍ଦ୍ର ସାହୁ, ନିଶାକର ସାହୁ, ଚକ୍ରଧର ନାୟକ, ନିର୍ମଳ ମିଶ୍ର, ଜିତେନ୍ଦ୍ର ସାହୁ, ମମତାଞ୍ଜଳି ବେହେରା, ହାଇଦର ମହମ୍ମଦ, ଅମର ସେନାପତି ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking