33.1 C
Bhubaneswar
Saturday, April 27, 2024
Homeଓଡିଶାବିଶ୍ୱବିଦ୍ୟାଳୟ ବିଲ୍‌ ଉଚ୍ଛେଦ ଦାବି କଲେ ଧର୍ମେନ୍ଦ୍ର ପ୍ରଧାନ

ବିଶ୍ୱବିଦ୍ୟାଳୟ ବିଲ୍‌ ଉଚ୍ଛେଦ ଦାବି କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ଚିଠି ଲେଖି ଓଡିଶା ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ଓଡିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଲ୍ ୨୦୨୦ ରଦ୍ଦ କରିବାକୁ ତୁରନ୍ତ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି। ରାଜ୍ୟର ଛାତ୍ର, ଶିକ୍ଷକ ଓ ଗବେଷକଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହାକୁ ଉଚ୍ଛେଦ କରାଯାଉ। ଏହି ବିଲ ଜାତୀୟ ଶିକ୍ଷାନୀତିର ବିରୋଧାଚାରଣ କରୁଛି ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ସରକାରଙ୍କ ବିନା ସହମତିରେ ରାଜ୍ୟ ସରକାର ଏକପାଖିଆ ଭାବେ ବିଶ୍ବବିଦ୍ୟାଳୟ ସଂପର୍କିତ ନିଷ୍ପତ୍ତି ପେଇ ପାରିବେ ନାହିଁ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking